ଇନ୍ଷ୍ଟାଗ୍ରାମ ଡାଉନ୍: ଆସିଲା ଅନେକ ଅଭିଯୋଗ
ନୂଆଦିଲ୍ଲୀ,୮।୧୦: ମେଟା ମାଲିକାନା ଫଟୋ ଶେୟାରିଂ ଆପ ଇନଷ୍ଟାଗ୍ରାମ ଡାଉନ ହୋଇଥିବାର ଜଣାପଡ଼ିଛି। Downdetector.in ଏହି ଘଟଣାକୁ ନିଶ୍ଚିତ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ ଲୋକ ଡାଉନଡିଟେକ୍ଟରରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଇନଷ୍ଟାଗ୍ରାମରେ ଡାଉନ୍ ଆଜି ୧୧.୧୫ରୁ ଆରମ୍ଭ ହୋଇଛି। ୭୦ ପ୍ରତିଶତ ୟୁଜର୍ସ ଲଗଇନ ନ ହେବା ନେଇ ଅଭିଯୋଗ କରିଛନ୍ତି। ୧୬ ପ୍ରତିଶତ ସର୍ଭରରେ ତ୍ରୁଟି ଅଛି ଏବଂ ୧୪ ପ୍ରତିଶତ ଆପରେ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି। The post ଇନ୍ଷ୍ଟାଗ୍ରାମ ଡାଉନ୍: ଆସିଲା ଅନେକ ଅଭିଯୋଗ appeared first on Dharitri Odia News.
ନୂଆଦିଲ୍ଲୀ,୮।୧୦: ମେଟା ମାଲିକାନା ଫଟୋ ଶେୟାରିଂ ଆପ ଇନଷ୍ଟାଗ୍ରାମ ଡାଉନ ହୋଇଥିବାର ଜଣାପଡ଼ିଛି। Downdetector.in ଏହି ଘଟଣାକୁ ନିଶ୍ଚିତ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ ଲୋକ ଡାଉନଡିଟେକ୍ଟରରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଇନଷ୍ଟାଗ୍ରାମରେ ଡାଉନ୍ ଆଜି ୧୧.୧୫ରୁ ଆରମ୍ଭ ହୋଇଛି। ୭୦ ପ୍ରତିଶତ ୟୁଜର୍ସ ଲଗଇନ ନ ହେବା ନେଇ ଅଭିଯୋଗ କରିଛନ୍ତି। ୧୬ ପ୍ରତିଶତ ସର୍ଭରରେ ତ୍ରୁଟି ଅଛି ଏବଂ ୧୪ ପ୍ରତିଶତ ଆପରେ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି।
The post ଇନ୍ଷ୍ଟାଗ୍ରାମ ଡାଉନ୍: ଆସିଲା ଅନେକ ଅଭିଯୋଗ appeared first on Dharitri Odia News.