ଇଫ୍ତାର ପାର୍ଟିରେ ପଠାନୀ ଅନ୍ଦାଜରେ ଆସିଲେ ସଲ୍ଲୁ ମିଆଁ, ଛାଇଗଲେ ବଡିଗାର୍ଡ
ମୁମ୍ୱାଇ ୨୫/୦୩ : ଚାଲିଛି ରମଜାନ୍ ମାସ୍ । ଆଉ ଦିନ କେଇଟା ପରେ ପଡିବ ଭାଇଚାରର ପର୍ବ ଇଦ୍ । ଏହାପୂର୍ବରୁ ବିଭିନ୍ନ ସ୍ଥାନରେ ଜମିଲାଣି ରମ୍ଜାନ୍ ପାର୍ଟି । ଖାସ୍ କରି ବି-ଟାଉନ୍ ସେଲିବ୍ରିଟି ମାତିଛନ୍ତି ଇଫ୍ତାର ପାର୍ଟିରେ । ପ୍ରତିବର୍ଷ ଏମିତି ଇଫ୍ତାର ପାର୍ଟିର ଆୟୋଜନ କରନ୍ତି ବାବା ସିଦ୍ଦିକି । ଏହି ଉତ୍ସବରେ ସାମିଲ ହୋଇଛନ୍ତି ବଲିଉଡର ଅନେକ ସେଲିବ୍ରିଟି । ଗ୍ରାଣ୍ଡ ପାର୍ଟିରେ ଖାଲି ସେଲିବ୍ରିଟି ନୁହେଁ ଅନେକ ଦେଶୀ ବିଦେଶୀ ନେତା ବି ସାମିଲ୍ ହୁଅନ୍ତି । ଖୁବ ଜମେ ଭୋଜି ଭାତର ଆସର । ବିଶେଷ କରି ବଲିଉଡର କିଙ୍ଗ ଖାନ୍ ତଥା ଭାଇଜାନ୍ ପାର୍ଟିର ଲାଇମଲାଇଟ୍ ପାଲଟନ୍ତି । ଏବର୍ଷ ବି ବାବା ସିଦ୍ଦିକି ଆୟୋଜନ କରିଥିଲେ ଇଫ୍ତାର ପାର୍ଟି । ଯେଉଁଥିରେ ସାମିଲ ହୋଇଥିଲେ ସଲମାନ ଖାନ୍। View this post on InstagramA post shared by Salman Khan ???? (@salman.khan.universe)ମୁମ୍ୱାଇରେ ଆୟୋଜିତ ହୋଇଥିଲା ଏହି ପାର୍ଟି । ତେବେ ସଲ୍ଲୁମିଆଁଙ୍କ ଖାସ୍ ଅନ୍ଦାଜରେ ପ୍ରଭାବିତ ହୋଇଥିଲେ ଦେଖଣାହାରୀ । ଖାସ୍ କରି ଦବଙ୍ଗୀ ଷ୍ଟାଇଲ୍ ପୁରା ପାର୍ଟିରେ ଲଗାଇଦେଇଥିଲା ଚାରଚାନ୍ଦ୍ । କାରଣ କୁଲ୍ ଅନ୍ଦାଜରେ ପାର୍ଟିରେ ଏଣ୍ଟ୍ରି କରିଥିଲେ ସଲମାନ୍ ଖାନ୍ । ତାଙ୍କ ପଠାନୀ ଲୁକ୍ର ତାରିଫ କରିଥିଲେ ସେଠାରେ ଥିବା ଲୋକେ । ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପଠାନୀ ସାଲଓ୍ୱାର ସୁଟ୍ରେ ସଲମାନ ଖାନ୍ ପ୍ରତିଥର ଭଳି ବହୁତ ହ୍ୟାଣ୍ଡସମ
ମୁମ୍ୱାଇ ୨୫/୦୩ : ଚାଲିଛି ରମଜାନ୍ ମାସ୍ । ଆଉ ଦିନ କେଇଟା ପରେ ପଡିବ ଭାଇଚାରର ପର୍ବ ଇଦ୍ । ଏହାପୂର୍ବରୁ ବିଭିନ୍ନ ସ୍ଥାନରେ ଜମିଲାଣି ରମ୍ଜାନ୍ ପାର୍ଟି । ଖାସ୍ କରି ବି-ଟାଉନ୍ ସେଲିବ୍ରିଟି ମାତିଛନ୍ତି ଇଫ୍ତାର ପାର୍ଟିରେ । ପ୍ରତିବର୍ଷ ଏମିତି ଇଫ୍ତାର ପାର୍ଟିର ଆୟୋଜନ କରନ୍ତି ବାବା ସିଦ୍ଦିକି । ଏହି ଉତ୍ସବରେ ସାମିଲ ହୋଇଛନ୍ତି ବଲିଉଡର ଅନେକ ସେଲିବ୍ରିଟି ।
ଗ୍ରାଣ୍ଡ ପାର୍ଟିରେ ଖାଲି ସେଲିବ୍ରିଟି ନୁହେଁ ଅନେକ ଦେଶୀ ବିଦେଶୀ ନେତା ବି ସାମିଲ୍ ହୁଅନ୍ତି । ଖୁବ ଜମେ ଭୋଜି ଭାତର ଆସର । ବିଶେଷ କରି ବଲିଉଡର କିଙ୍ଗ ଖାନ୍ ତଥା ଭାଇଜାନ୍ ପାର୍ଟିର ଲାଇମଲାଇଟ୍ ପାଲଟନ୍ତି । ଏବର୍ଷ ବି ବାବା ସିଦ୍ଦିକି ଆୟୋଜନ କରିଥିଲେ ଇଫ୍ତାର ପାର୍ଟି । ଯେଉଁଥିରେ ସାମିଲ ହୋଇଥିଲେ ସଲମାନ ଖାନ୍।
ମୁମ୍ୱାଇରେ ଆୟୋଜିତ ହୋଇଥିଲା ଏହି ପାର୍ଟି । ତେବେ ସଲ୍ଲୁମିଆଁଙ୍କ ଖାସ୍ ଅନ୍ଦାଜରେ ପ୍ରଭାବିତ ହୋଇଥିଲେ ଦେଖଣାହାରୀ । ଖାସ୍ କରି ଦବଙ୍ଗୀ ଷ୍ଟାଇଲ୍ ପୁରା ପାର୍ଟିରେ ଲଗାଇଦେଇଥିଲା ଚାରଚାନ୍ଦ୍ । କାରଣ କୁଲ୍ ଅନ୍ଦାଜରେ ପାର୍ଟିରେ ଏଣ୍ଟ୍ରି କରିଥିଲେ ସଲମାନ୍ ଖାନ୍ । ତାଙ୍କ ପଠାନୀ ଲୁକ୍ର ତାରିଫ କରିଥିଲେ ସେଠାରେ ଥିବା ଲୋକେ । ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପଠାନୀ ସାଲଓ୍ୱାର ସୁଟ୍ରେ ସଲମାନ ଖାନ୍ ପ୍ରତିଥର ଭଳି ବହୁତ ହ୍ୟାଣ୍ଡସମ୍ ଲାଗୁଥିଲେ ।
ପାର୍ଟିକୁ ଯିବା ପୂର୍ବରୁ ସଲମାନ୍ ଗଣମାଧ୍ୟମ ଆଗରେ ପୋଜ୍ ଦେଉଥିଲେ । ଏହି ସମୟରେ ତାଙ୍କ ସହ ସାମିଲ ହୋଇଥିଲେ ବର୍ଡିଗାର୍ଡ । ସେ ବି ସଲମାନଙ୍କ ସହ ମିଶି ପୋଜ୍ ଦେଇଥିଲେ । ଏହି ସମୟରେ ତାଙ୍କ ଲୁକ୍ ଦେଖି ମିଡିଆ ଭାଇ ସେରା ଭାଇ ସେରା ଭାଇ କହି ଚିଲ୍ଲାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ସେରାଙ୍କ ଲୁକ୍ ଥିଲା ଜବରଦସ୍ତ । ଯାହାକୁ ଦେଖି ସଭିେଁ କହୁଛନ୍ତି ଦବଙ୍ଗୀ ଭାଇଜାନ୍ଙ୍କ ଦବଙ୍ଗୀ ବଡିଗାର୍ଡ ।
you can also read...
MS ରୁ MRS ହେଲେ ତାପସୀ ପନ୍ନୁ, ବଏଫ୍ରେଣ୍ଡ ସହ ଲୁଚିଛପି କରିନେଲେ ବିବାହ