ଇସ୍କନର ଅଦିନିଆ ରଥଯାତ୍ରା ନେଇ ଆଇନମନ୍ତ୍ରୀ କହିଲେ ମୁଁ ଭାବୁନି ସେମାନେ…
ଭୁବନେଶ୍ୱର,୨ା୧୧: ଇସ୍କନର ଅଦିନିଆ ରଥଯାତ୍ରା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇସ୍କନ ରଥଯାତ୍ରା ବନ୍ଦ ପାଇଁ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲୁ। ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ଭାବେ ଗଜପତି ମହାରାଜା ଚିଠି କରିଥିଲେ। ଗତକାଲି ସୁଦ୍ଧା ସେମାନେ ସ୍ନାନଯାତ୍ରା ଭଳି କାର୍ଯ୍ୟକ୍ରମ ବନ୍ଦ କରିଛନ୍ତି। ମୁଁ ଭାବୁନି ସେମାନେ ଆଉ କିଛି ଆୟୋଜନ କରିବେ। ଏଭଳି ସ୍ଥିତିରେ ସରକାର ଚିଠି ଲେଖିବା ଉଚିତ ବୋଲି ମୁଁ ଭାବୁନି। The post ଇସ୍କନର ଅଦିନିଆ ରଥଯାତ୍ରା ନେଇ ଆଇନମନ୍ତ୍ରୀ କହିଲେ ମୁଁ ଭାବୁନି ସେମାନେ… appeared first on Dharitri Odia News.
ଭୁବନେଶ୍ୱର,୨ା୧୧: ଇସ୍କନର ଅଦିନିଆ ରଥଯାତ୍ରା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇସ୍କନ ରଥଯାତ୍ରା ବନ୍ଦ ପାଇଁ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲୁ। ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ଭାବେ ଗଜପତି ମହାରାଜା ଚିଠି କରିଥିଲେ। ଗତକାଲି ସୁଦ୍ଧା ସେମାନେ ସ୍ନାନଯାତ୍ରା ଭଳି କାର୍ଯ୍ୟକ୍ରମ ବନ୍ଦ କରିଛନ୍ତି। ମୁଁ ଭାବୁନି ସେମାନେ ଆଉ କିଛି ଆୟୋଜନ କରିବେ। ଏଭଳି ସ୍ଥିତିରେ ସରକାର ଚିଠି ଲେଖିବା ଉଚିତ ବୋଲି ମୁଁ ଭାବୁନି।
The post ଇସ୍କନର ଅଦିନିଆ ରଥଯାତ୍ରା ନେଇ ଆଇନମନ୍ତ୍ରୀ କହିଲେ ମୁଁ ଭାବୁନି ସେମାନେ… appeared first on Dharitri Odia News.