ଇସ୍ରାଏଲ ଉପରେ ଇରାନର ଆକ୍ରମଣ
ଇସ୍ରାଏଲ: ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା ମିଳିଛି। ଇସ୍ରାଏଲ ଉପରେ ଇରାନ ମିଜାଇଲ ଆକ୍ରମଣ କରିଛି। ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିବା କ୍ଷଣି ସାଇରନ ବାଜି ଉଠିଲା। ସମସ୍ତ ନାଗରିକମାନଙ୍କୁ ବମ୍ବ ସେଲ୍ଟରକୁ ଯିବାକୁ ନିର୍ଦେଶ ଦିଆଯାଇଛି। ଇସ୍ରାଏଲ ସେନା ପକ୍ଷରୁ ସାଧାରଣ ନାଗରିକଙ୍କ ପାଇଁ ସୂଚନା ଜାରି କରାଯାଇଛି। ଏହି ଆକ୍ରମଣ ଘଟଣା ଜାଣିବା ପରେ ଇରାନକୁ ଆମେରିକା ଚେତାବନୀ ଦେଇଛି। ଇରାନ ଭୟାନକ ପରିଣାମ ଭୋଗିବ ବୋଲି କହିଲା ଆମେରିକା। […]

ଇସ୍ରାଏଲ: ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା ମିଳିଛି। ଇସ୍ରାଏଲ ଉପରେ ଇରାନ ମିଜାଇଲ ଆକ୍ରମଣ କରିଛି। ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିବା କ୍ଷଣି ସାଇରନ ବାଜି ଉଠିଲା। ସମସ୍ତ ନାଗରିକମାନଙ୍କୁ ବମ୍ବ ସେଲ୍ଟରକୁ ଯିବାକୁ ନିର୍ଦେଶ ଦିଆଯାଇଛି। ଇସ୍ରାଏଲ ସେନା ପକ୍ଷରୁ ସାଧାରଣ ନାଗରିକଙ୍କ ପାଇଁ ସୂଚନା ଜାରି କରାଯାଇଛି।
ଏହି ଆକ୍ରମଣ ଘଟଣା ଜାଣିବା ପରେ ଇରାନକୁ ଆମେରିକା ଚେତାବନୀ ଦେଇଛି। ଇରାନ ଭୟାନକ ପରିଣାମ ଭୋଗିବ ବୋଲି କହିଲା ଆମେରିକା। ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ସହ ଆମେରିକା କଥା ହେଲା।