ଉଚ୍ଚ ଶିକ୍ଷାରେ ସଂରକ୍ଷଣ ପ୍ରସଙ୍ଗ, ଆସନ୍ତା ୨୨ ଓ ୨୩ ତାରିଖରେ ବାସଭବନ ଘେରିବ କଂଗ୍ରେସ
ଭୁବନେଶ୍ୱର ୧୫/୦୫: ଆସନ୍ତା ୨୨ ଓ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସାମ୍ନାରେ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟ କଂଗ୍ରେସ ଟେକିନିକାଲ ଶିକ୍ଷା କ୍ଷତ୍ରରେ ୨୭ ପ୍ରତିଶତ ସରକ୍ଷଣ ପାଇଁ ଦାବି କରିଆସୁଥିଲୁ । କିନ୍ତୁ ରାଜ୍ୟ ସରକାର କ୍ୟାବିନେଟରେ ଯେଉଁ ନିଷ୍ପତି ନେଇଛନ୍ତି । ତାହା obc ଙ୍କ ପାଇଁ ପ୍ରତାରଣା। ସରକାର ଏହି ବର୍ଗଙ୍କୁ ଚିଟ କରିଛନ୍ତି। କ୍ୟାବିନେଟରେ ୧୧.୨୫ ପ୍ରତିଶତ ଯେଉଁ ସରକ୍ଷଣ ବ୍ୟବସ୍ଥାର ନିଷ୍ପତି ସରକାର ନେଇଛନ୍ତି ଏହାକୁ ଆମେ ନିନ୍ଦା କରୁଛୁ। ତେଣୁ ଆମେ ଦାବି କରୁଛୁ ରାଜ୍ୟ ସରକାର ତୁରନ୍ତ ନିଷ୍ପତି ପରିବର୍ତନ କରି ୨୭ ପ୍ରତିଶତ ସରକ୍ଷଣ ପ୍ରଦାନ କରନ୍ତୁ । ଯଦି ସରକାର ନିଷ୍ପତି ରେ ପରିବର୍ତନ ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟରେ ଭୟବାୟ ପରିସ୍ଥିତି ସୃଷ୍ଟି ହେବା। ଆନ୍ଦୋଳନ ବ୍ୟାପକ କରାଯିବା। ସମ୍ବିଧାନ ସୁରକ୍ଷା ପାଇଁ କଂଗ୍ରେସ ଦଳ ଲଢେଇ ଜାରି ରହିବ।
ଭୁବନେଶ୍ୱର ୧୫/୦୫: ଆସନ୍ତା ୨୨ ଓ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସାମ୍ନାରେ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟ କଂଗ୍ରେସ ଟେକିନିକାଲ ଶିକ୍ଷା କ୍ଷତ୍ରରେ ୨୭ ପ୍ରତିଶତ ସରକ୍ଷଣ ପାଇଁ ଦାବି କରିଆସୁଥିଲୁ । କିନ୍ତୁ ରାଜ୍ୟ ସରକାର କ୍ୟାବିନେଟରେ ଯେଉଁ ନିଷ୍ପତି ନେଇଛନ୍ତି । ତାହା obc ଙ୍କ ପାଇଁ ପ୍ରତାରଣା। ସରକାର ଏହି ବର୍ଗଙ୍କୁ ଚିଟ କରିଛନ୍ତି।
କ୍ୟାବିନେଟରେ ୧୧.୨୫ ପ୍ରତିଶତ ଯେଉଁ ସରକ୍ଷଣ ବ୍ୟବସ୍ଥାର ନିଷ୍ପତି ସରକାର ନେଇଛନ୍ତି ଏହାକୁ ଆମେ ନିନ୍ଦା କରୁଛୁ। ତେଣୁ ଆମେ ଦାବି କରୁଛୁ ରାଜ୍ୟ ସରକାର ତୁରନ୍ତ ନିଷ୍ପତି ପରିବର୍ତନ କରି ୨୭ ପ୍ରତିଶତ ସରକ୍ଷଣ ପ୍ରଦାନ କରନ୍ତୁ । ଯଦି ସରକାର ନିଷ୍ପତି ରେ ପରିବର୍ତନ ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟରେ ଭୟବାୟ ପରିସ୍ଥିତି ସୃଷ୍ଟି ହେବା। ଆନ୍ଦୋଳନ ବ୍ୟାପକ କରାଯିବା। ସମ୍ବିଧାନ ସୁରକ୍ଷା ପାଇଁ କଂଗ୍ରେସ ଦଳ ଲଢେଇ ଜାରି ରହିବ।