ଉଛୁଳା ନଈର ବୀର, ଶଶାଙ୍କକୁ ଶହେ ସଲାମ

ଅଦମ୍ୟ ସାହସ ଓ ବୀରତାର ପରିଚୟ ଦେଇ ଅମର ହୋଇଗଲେ ସିକ୍କିମ ସ୍କାଉଟ୍ସର ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ। ନିଜ ଜୀବନକୁ ତିଳେ ମାତ୍ର ଭ୍ରୁକ୍ଷେପ ନକରି ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଚିର ଦିନ ପାଇଁ ସେ ଅମର ହୋଇ ଯାଇଛନ୍ତି।

ଉଛୁଳା ନଈର ବୀର, ଶଶାଙ୍କକୁ ଶହେ ସଲାମ
Array