ଉତ୍କଳ ଫ୍ଲୋ ତରଫରୁ ଦୁଇଦିନିଆ ପ୍ରଦର୍ଶନୀ ଆୟୋଜିତ । ବିଭିନ୍ନ ସାମଗ୍ରୀ ଉପରେ ସର୍ବାଧିକ ରିହାତିର ସୁବିଧା

କନକ ବ୍ୟୁରୋ :  ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଲେଡିଜ୍ ଅର୍ଗାନାଇଜେସନ୍ (ଫିକି ଫ୍ଲୋ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଚଳିତ ମାସ ୨୭ ଏବଂ ୨୮ ତାରିଖରେ ନିକଟସ୍ଥ ହୋଟେଲ ପାଲ୍ ହାଇଟ୍ସରେ ଉତ୍କଳ ଫ୍ଲୋ ବଜାରର ଦୁଇ ଦିନିଆ ଏକ ପ୍ରଦର୍ଶନୀର ଆୟୋଜିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଆସନ୍ତା ଉତ୍ସବର ଭରପୁର ମଜା ଉଠାଇବାର ନିମନ୍ତେ ଅଂଶଗ୍ରହଣକାରିଙ୍କ ଦ୍ୱାରା ଅନନ୍ୟ ଉତ୍ପାଦ ଏବଂ ସେବା ଉପରେ ସ୍ୱତନ୍ତ୍ର ରିହାତିର ସୁବିଧା ଏହି ପ୍ରଦର୍ଶନୀରେ ଜରିଆରେ ବ୍ୟବସ୍ଥା କରାଯାଇଥିଲା । ଦ୍ଵେତ ନଗରୀର ସମସ୍ତ ବାସିନ୍ଦାଙ୍କ ପାଇଁ ଉଭୟ ଫିକି ଫ୍ଲୋ ସଦସ୍ୟ ତଥା ଅନ୍ୟାନ୍ୟ ଅଣ-ଫ୍ଲୋ ସଦସ୍ୟ ଏହି ବଜାରରେ ନିଜର ଅନନ୍ୟ ସାମଗ୍ରୀ ଉପଲବ୍ଧ କରିଥିଲେ । ଏହି ଫ୍ଲୋ ବଜାରରେ ହାଇଦ୍ରାବାଦ, କୋଲକାତା, ରାୟପୁର, ନୂଆଦିଲ୍ଲୀ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରୁ ବହୁ ପ୍ରକାରର ଉତ୍ପାଦମାନ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ପ୍ରକାରର ଫ୍ୟାଶନେବଲ ପୋଷାକ, ଘର ସାଜସଜ୍ଜା, ହସ୍ତତନ୍ତ, ସ୍ୱତନ୍ତ୍ର ଅଳଙ୍କାର, ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ସହ ଭିନ୍ନ ଭିନ୍ନ କ୍ଷେତ୍ରର ଉତ୍ପାଦମାନ ଏହି ଉତ୍କଳ ଫ୍ଲୋ ବଜାରର ଚଳିତ ସଂସ୍କରଣ ପରିଦର୍ଶକମାନେ ଏକ ମୁଖ୍ୟ ଆକର୍ଷଣ ଥିଲା । ଏହି କାର୍ୟ୍ୟକ୍ରମର ଉଦଘାଟନୀ ସମାରୋହରେ ସାମାଜିକ ଉଦ୍ୟୋଗୀ, ରୋଜାଲିନ ପାଟଶାଣୀ, ଅଭିନେତା, ନିର୍ଦ୍ଦେଶକ, ନିର୍ମାତା ତଥା ଓଡ

ଉତ୍କଳ ଫ୍ଲୋ ତରଫରୁ ଦୁଇଦିନିଆ ପ୍ରଦର୍ଶନୀ ଆୟୋଜିତ । ବିଭିନ୍ନ ସାମଗ୍ରୀ ଉପରେ ସର୍ବାଧିକ ରିହାତିର ସୁବିଧା

କନକ ବ୍ୟୁରୋ :  ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଲେଡିଜ୍ ଅର୍ଗାନାଇଜେସନ୍ (ଫିକି ଫ୍ଲୋ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଚଳିତ ମାସ ୨୭ ଏବଂ ୨୮ ତାରିଖରେ ନିକଟସ୍ଥ ହୋଟେଲ ପାଲ୍ ହାଇଟ୍ସରେ ଉତ୍କଳ ଫ୍ଲୋ ବଜାରର ଦୁଇ ଦିନିଆ ଏକ ପ୍ରଦର୍ଶନୀର ଆୟୋଜିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଆସନ୍ତା ଉତ୍ସବର ଭରପୁର ମଜା ଉଠାଇବାର ନିମନ୍ତେ ଅଂଶଗ୍ରହଣକାରିଙ୍କ ଦ୍ୱାରା ଅନନ୍ୟ ଉତ୍ପାଦ ଏବଂ ସେବା ଉପରେ ସ୍ୱତନ୍ତ୍ର ରିହାତିର ସୁବିଧା ଏହି ପ୍ରଦର୍ଶନୀରେ ଜରିଆରେ ବ୍ୟବସ୍ଥା କରାଯାଇଥିଲା ।

gshgst

ଦ୍ଵେତ ନଗରୀର ସମସ୍ତ ବାସିନ୍ଦାଙ୍କ ପାଇଁ ଉଭୟ ଫିକି ଫ୍ଲୋ ସଦସ୍ୟ ତଥା ଅନ୍ୟାନ୍ୟ ଅଣ-ଫ୍ଲୋ ସଦସ୍ୟ ଏହି ବଜାରରେ ନିଜର ଅନନ୍ୟ ସାମଗ୍ରୀ ଉପଲବ୍ଧ କରିଥିଲେ । ଏହି ଫ୍ଲୋ ବଜାରରେ ହାଇଦ୍ରାବାଦ, କୋଲକାତା, ରାୟପୁର, ନୂଆଦିଲ୍ଲୀ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରୁ ବହୁ ପ୍ରକାରର ଉତ୍ପାଦମାନ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ପ୍ରକାରର ଫ୍ୟାଶନେବଲ ପୋଷାକ, ଘର ସାଜସଜ୍ଜା, ହସ୍ତତନ୍ତ, ସ୍ୱତନ୍ତ୍ର ଅଳଙ୍କାର, ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ସହ ଭିନ୍ନ ଭିନ୍ନ କ୍ଷେତ୍ରର ଉତ୍ପାଦମାନ ଏହି ଉତ୍କଳ ଫ୍ଲୋ ବଜାରର ଚଳିତ ସଂସ୍କରଣ ପରିଦର୍ଶକମାନେ ଏକ ମୁଖ୍ୟ ଆକର୍ଷଣ ଥିଲା ।

hthae

ଏହି କାର୍ୟ୍ୟକ୍ରମର ଉଦଘାଟନୀ ସମାରୋହରେ ସାମାଜିକ ଉଦ୍ୟୋଗୀ, ରୋଜାଲିନ ପାଟଶାଣୀ, ଅଭିନେତା, ନିର୍ଦ୍ଦେଶକ, ନିର୍ମାତା ତଥା ଓଡିଶା ସିନେ କଳାକାର ସଂଘର ସାଧାରଣ ସମ୍ପାଦକ, ଶ୍ରୀତମ ଦାସ, ପ୍ରତିଷ୍ଠିତ ଗ୍ଲୋବାଲ୍ ଡ୍ୟାନ୍ସ ଆଇକନ୍, ସାସ୍ୱତ ଯୋଶୀ, ଅତିରିକ୍ତ ନିର୍ଦ୍ଦେଶକ- ଫିକି, ବି.କେ. ନାୟକ, ସହ ଫିକି ଫ୍ଲୋ ଭୁବନେଶ୍ୱର ଚାପ୍ଟରର ଅଧକ୍ଷା ରଶ୍ମି ସାହୁ ଏବଂ ବରିଷ୍ଠ ଉପାଧ୍ୟକ୍ଷ ଡ଼ ପ୍ରଜ୍ଞା ପରମିତା ମିଶ୍ର, ଉପସ୍ଥିତ ଥିଲେ ।

jhuhgh

ଏହି ବଜାର ସମ୍ବନ୍ଧରେ ଅଧ୍ୟକ୍ଷା ରଶ୍ମୀ ସାହୁ କହିଥିଲେ, ଏହା ଏକ ସୁଯୋଗ ଯେଉଁଠି ଗୋଟେ ଛାତ ତଳେ ସମସ୍ତ ରାଜ୍ୟର ଉଦ୍ୟୋଗୀମାନେ ଏକତ୍ରିତ ହୋଇ ସେମାନଙ୍କ ନୂତନ ଅନନ୍ୟ ଉତ୍ପାଦମାନ ପ୍ରଦର୍ଶନ କରିବାର ଉତ୍ତମ ସ୍ଥାନ, ଯାହା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଉଚ୍ଚତାରେ ପହଞ୍ଚଜ୍ଝଇବା ହେଉଛି ପାଇଁ ଆମର ଏକ ପ୍ରୟାସ ।

greaw

ଏହି ଉତ୍କଳ ଫ୍ଲୋ ବଜାରରେ ପ୍ରାୟ ୩୦ ଟି ଷ୍ଟଲ୍ ଥିଲା, ଯେଉଁଠି ସ୍ଥାନୀୟ କାରିଗରମାନଙ୍କ କଳାକୃତି ସହ ଫାଶନେବଲ ଉତ୍ପାଦମାନ ସୁଲଭ ମୂଲ୍ୟରେ ପାଇପାରିବେ । ଏହା ବ୍ୟତୀତ ଯେଉଁଠାରେ ସେମାନେ ସେମାନଙ୍କ ଭିନ୍ନ ଓ ଅନନ୍ୟ ଉତ୍ପାଦମାନ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ ଯାହା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ବହୁ ସଂଖ୍ୟାରେ ପରିଦର୍ଶକ ପ୍ରଥମ ଦିନରେ ଆସି ବିଭିନ୍ନ ପ୍ରକାର ଉତ୍ପାଦ ମାନର କିଣିବା ସହ ସୁନ୍ଦର ଏବଂ ଅନନ୍ୟ ପ୍ରଡ଼କ୍ଟର ମଜା ଉଠାଇପାରିଥିଲେ ଜ୍ଝ ଆମ ସହିତ ଯୋଗ ଦିଅନ୍ତୁ ଏବଂ ତୁମର ଆଗାମୀ ଉତ୍ସବର ଭରପୁର ମଜା ଉଠାନ୍ତୁ ।