ଉତ୍କଳ ହସ୍ପିଟାଲରେ BONE MARROW TRANSPLANT ସଫଳ, ସୁସ୍ଥ ହୋଇ ଘରକୁ ଫେରିଲେ ରୋଗୀ

ଭୁବନେଶ୍ଵର ୦୭।୦୭; ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି  ସ୍ପେଶାଲିଷ୍ଟ ଉତ୍କଳ ହସ୍ପିଟାଲରେ ପ୍ରଥମଥର ପlଇଁ BONE MARROW TRANSPLANT ହୋଇଥିଲା । ଯାହା  ସଫଳତାର ସହ ସମ୍ପନ୍ନ ହୋଇଛି । ଏହାମଧ୍ୟରେ ରୋଗି ଡାକ୍ତର ଖlନlରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୀଡିତ ଜଣଙ୍କ ହେଉଛନ୍ତି ବଳରାମ ସ୍ବାଇଁ । କଣ୍ଟାପଡଡା ଗାଁର ବାସିନ୍ଦା । ଉତ୍କଳ ହସ୍ପିଟାଲରେ ଅଙ୍କଲୋଜି ବିଭାଗର ବରିଷ୍ଟ ଡାକ୍ତର ସୁଶାନ୍ତ କୁମାର ପାଇକରାୟଙ୍କୁ ଦେଖାକରି ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହା ପରେ ତାଙ୍କର ବୋନ ମ୍ୟାରୋ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏନେଇ ଡ଼ାକ୍ତରୀ ଟିମ୍ ଗଠନ କରାଯାଇ ସମ୍ପୂର୍ଣ ବିଚାରବିମର୍ଶ ପରେ ବୋନ ମ୍ୟାରୋ ପ୍ରତ୍ୟାରୋପଣ ହୋଇଥିଲା ଏହି ଜଟିଳ ଚିକିତ୍ସାରେ  ଉତ୍କଳ ହସ୍ପିଟାଲର ଦକ୍ଷ ଡାକ୍ତରିଟିମ୍ ବିଭlଗିୟ ମୁଖ୍ୟ ଡ଼ ରଞ୍ଜନ କୁମାର ମହାପାତ୍ର, ଡ଼ ଚିନ୍ମୟ କୁମାର ପାଣି, ଡ଼ ସୁଶାନ୍ତ କୁମାର ପାଇକରାୟ , ଡ଼ ବିଶ୍ଵଜିତ୍‌ ଭୁୟାଁ ଓ ଡ଼ ବିଶ୍ୱବିକlସ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ଏବଂ ଏହା ସଫଳତାର ସହ ଚିକିତ୍ସା ପଦ୍ଧତିଟିକୁ ସମ୍ପନ୍ନ କରିଥିଲେ l

ଉତ୍କଳ ହସ୍ପିଟାଲରେ BONE MARROW TRANSPLANT ସଫଳ, ସୁସ୍ଥ ହୋଇ ଘରକୁ ଫେରିଲେ ରୋଗୀ

ଭୁବନେଶ୍ଵର ୦୭।୦୭; ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି  ସ୍ପେଶାଲିଷ୍ଟ ଉତ୍କଳ ହସ୍ପିଟାଲରେ ପ୍ରଥମଥର ପlଇଁ BONE MARROW TRANSPLANT ହୋଇଥିଲା । ଯାହା  ସଫଳତାର ସହ ସମ୍ପନ୍ନ ହୋଇଛି । ଏହାମଧ୍ୟରେ ରୋଗି ଡାକ୍ତର ଖlନlରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ପୀଡିତ ଜଣଙ୍କ ହେଉଛନ୍ତି ବଳରାମ ସ୍ବାଇଁ । କଣ୍ଟାପଡଡା ଗାଁର ବାସିନ୍ଦା । ଉତ୍କଳ ହସ୍ପିଟାଲରେ ଅଙ୍କଲୋଜି ବିଭାଗର ବରିଷ୍ଟ ଡାକ୍ତର ସୁଶାନ୍ତ କୁମାର ପାଇକରାୟଙ୍କୁ ଦେଖାକରି ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହା ପରେ ତାଙ୍କର ବୋନ ମ୍ୟାରୋ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏନେଇ ଡ଼ାକ୍ତରୀ ଟିମ୍ ଗଠନ କରାଯାଇ ସମ୍ପୂର୍ଣ ବିଚାରବିମର୍ଶ ପରେ ବୋନ ମ୍ୟାରୋ ପ୍ରତ୍ୟାରୋପଣ ହୋଇଥିଲା 

ଏହି ଜଟିଳ ଚିକିତ୍ସାରେ  ଉତ୍କଳ ହସ୍ପିଟାଲର ଦକ୍ଷ ଡାକ୍ତରିଟିମ୍ ବିଭlଗିୟ ମୁଖ୍ୟ ଡ଼ ରଞ୍ଜନ କୁମାର ମହାପାତ୍ର, ଡ଼ ଚିନ୍ମୟ କୁମାର ପାଣି, ଡ଼ ସୁଶାନ୍ତ କୁମାର ପାଇକରାୟ , ଡ଼ ବିଶ୍ଵଜିତ୍‌ ଭୁୟାଁ ଓ ଡ଼ ବିଶ୍ୱବିକlସ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ଏବଂ ଏହା ସଫଳତାର ସହ ଚିକିତ୍ସା ପଦ୍ଧତିଟିକୁ ସମ୍ପନ୍ନ କରିଥିଲେ l