ଉଦଯାପିତ ହେଲା ଗୁରୁ ପଦ୍ମସମ୍ଭବ ବୌଦ୍ଧ ସମ୍ମିଳନୀ, ଯୋଗଦେଇଥିଲେ ୧୭ ଦେଶର ବୌଦ୍ଧ ସନ୍ନ୍ୟାସୀ
ଚଣ୍ଡିଖୋଲ ୧୬।୧: ଯାଜପୁର ଜିଲ୍ଲା ଉଦୟଗିରି ଠାରେ ୫ ଦିନ ବ୍ୟାପୀ ଚାଲିଥିବା ଗୁରୁ ପଦ୍ମସମ୍ଭବ ବୌଦ୍ଧ ସମ୍ମିଳନୀ ଗୁରୁବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଉଦୟଗିରି ସ୍ଥିତ ବୌଦ୍ଧ ପୀଠରେ ପ୍ରାର୍ଥନା ସଭା ଏବଂ ବୌଦ୍ଧ ଧର୍ମ ଗୁରୁମାନେ ଯୋଗଦେଇ ଈଶ୍ବରଙ୍କ ବାଣୀ ଶୁଣାଇବା ସହ ଶାନ୍ତି ଶୃଙ୍ଖଳାରେ ଏହି ସମ୍ମିଳନୀ ସମାପ୍ତି ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ବୌଦ୍ଧ ଧର୍ମ ଗୁରୁ ମାନେ ଉଦୟଗିରି ଠାରେ ସ୍ଥାପିତ ଗୁରୁ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତିରେ ଦୀପ ଜଳାଇ କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ । ୫ ଦିନ ବ୍ୟାପି ଚାଲିଥିବା ଏହି ସମ୍ମିଳନୀରେ ୧୭ ଗୋଟି ଦେଶର ପ୍ରାୟ ୧୫୦୦ ବୌଦ୍ଧ ସନ୍ନ୍ୟାସୀ ଯୋଗଦେଇଥିଲେ ।You Can Read:ବନ୍ଦ ହେବ କଟକରେ ଥିବା ୨ଟି ମାଇନର କମ୍ପୋଷ୍ଟ ସେଣ୍ଟର, CMCକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଚଣ୍ଡିଖୋଲ ୧୬।୧: ଯାଜପୁର ଜିଲ୍ଲା ଉଦୟଗିରି ଠାରେ ୫ ଦିନ ବ୍ୟାପୀ ଚାଲିଥିବା ଗୁରୁ ପଦ୍ମସମ୍ଭବ ବୌଦ୍ଧ ସମ୍ମିଳନୀ ଗୁରୁବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଉଦୟଗିରି ସ୍ଥିତ ବୌଦ୍ଧ ପୀଠରେ ପ୍ରାର୍ଥନା ସଭା ଏବଂ ବୌଦ୍ଧ ଧର୍ମ ଗୁରୁମାନେ ଯୋଗଦେଇ ଈଶ୍ବରଙ୍କ ବାଣୀ ଶୁଣାଇବା ସହ ଶାନ୍ତି ଶୃଙ୍ଖଳାରେ ଏହି ସମ୍ମିଳନୀ ସମାପ୍ତି ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ବୌଦ୍ଧ ଧର୍ମ ଗୁରୁ ମାନେ ଉଦୟଗିରି ଠାରେ ସ୍ଥାପିତ ଗୁରୁ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତିରେ ଦୀପ ଜଳାଇ କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ । ୫ ଦିନ ବ୍ୟାପି ଚାଲିଥିବା ଏହି ସମ୍ମିଳନୀରେ ୧୭ ଗୋଟି ଦେଶର ପ୍ରାୟ ୧୫୦୦ ବୌଦ୍ଧ ସନ୍ନ୍ୟାସୀ ଯୋଗଦେଇଥିଲେ ।
You Can Read:
ବନ୍ଦ ହେବ କଟକରେ ଥିବା ୨ଟି ମାଇନର କମ୍ପୋଷ୍ଟ ସେଣ୍ଟର, CMCକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ