ଉଦୁଉଦିଆ ଖରାରେ ଅଚାନକ ବୁଡିଗଲା କଟକ ସହର । ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି ।
କଟକ ସହରରେ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡି ଓ ପବନ ହୋଇଥିଲା, କେବଳ ମନୁଷ୍ୟ ନୁହଁ ପଶୁ ପକ୍ଷୀ ମଧ୍ୟ ଅଦିନିଆ ବର୍ଷା ପାଇଁ ଶାନ୍ତି ପାଇଥିଲେ କିନ୍ତୁ ଏହି କିଛି ସମୟର ବର୍ଷା ଯୋଗୁଁ ସହରର ବିଭିନ୍ନ ଏରିଆ ଜଳମୟ ହୋଇଯାଇଥିଲା । Odisha Bhaskar
କଟକ ସହରରେ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡି ଓ ପବନ ହୋଇଥିଲା, କେବଳ ମନୁଷ୍ୟ ନୁହଁ ପଶୁ ପକ୍ଷୀ ମଧ୍ୟ ଅଦିନିଆ ବର୍ଷା ପାଇଁ ଶାନ୍ତି ପାଇଥିଲେ କିନ୍ତୁ ଏହି କିଛି ସମୟର ବର୍ଷା ଯୋଗୁଁ ସହରର ବିଭିନ୍ନ ଏରିଆ ଜଳମୟ ହୋଇଯାଇଥିଲା ।
Odisha Bhaskar