ଏଇ ଗାଁରେ ଘରେ ଘରେ ଖୋ ଖୋ ଖେଳାଳି.. ପଡ଼ିଆଟେ କରିଦିଅନ୍ତୁ..

ପିଲାଠୁ ଆରମ୍ଭ କରି ବୟସ୍କ ଏଇ ଗାଁରେ ସମସ୍ତେ ଖୋ ଖୋ ଖେଳରେ ମସଗୁଲ.. ୧୦-୧୨ ବର୍ଷ ବୟସରୁ ପିଲାମାନେ ଏଠି ଖୋ ଖୋ ଅଭ୍ୟାସ କରନ୍ତି.. ଏଇ ଗାଁରେ ଅଛନ୍ତି ଅନେକ ସଫଳ ଖୋ ଖୋ ଖେଳାଳି.. ପ୍ରାୟ ୮୦ ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ନ୍ୟାସନାଲ, ଇଣ୍ଟର ନେସନ୍ୟାଲ ମ୍ୟାଚ୍ ଖେଳି ଗାଁର ନାଁ ରଖିଛନ୍ତି..

#ଏଠି_ଘରେ_ଘରେ_ଖୋ_ଖୋ_ଚାମ୍ପିୟନ୍