ଏକ ଇଭେଣ୍ଟରେ ଡ୍ୟାନ୍ସ କରିବା ପାଇଁ ଶାହାରୁଖ କେତେ ଟଙ୍କା ନିଅନ୍ତି …ଜାଣନ୍ତୁ

ବଲିଉଡ କିଙ୍ଗ ଶାହରୁଖ ଖାନ ନିଜର ଦମଦାର ଅଭିନୟ ପାଇଁ ସବୁଠାରେ ବେଶ ପରିଚିତ । ଶାହରୁଖ ତିନି ଦଶନ୍ଧିରୁ ଅଧିକ ସମୟ ସେ ବଲିଉଡରେ ଅଛନ୍ତି । ସେ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ମାଧ୍ୟମରେ ଏକ ସ୍ବତନ୍ତ୍ର ପରିଚୟ ସଷ୍ଟି କରିପାରିଛନ୍ତି । ସେ ଗୋଟିଏ ଫିଲ୍ମରେ କାମ କରିବା ପାଇଁ କୋଟିଏ ଟଙ୍କା ଡିମାଣ୍ଡ କରନ୍ତି । ଶାହରୁଖ ଫିଲ୍ମ ସହିତ ପ୍ରାଇଭେଟ ଇଭେଣ୍ଟରେ ମଧ୍ୟ କାମ କରନ୍ତି । ଗୋଟିଏ ପ୍ରାଇଭେଟ ଇଭେଣ୍ଟରେ […] The post ଏକ ଇଭେଣ୍ଟରେ ଡ୍ୟାନ୍ସ କରିବା ପାଇଁ ଶାହାରୁଖ କେତେ ଟଙ୍କା ନିଅନ୍ତି …ଜାଣନ୍ତୁ appeared first on KNews Odisha.

ଏକ ଇଭେଣ୍ଟରେ ଡ୍ୟାନ୍ସ କରିବା ପାଇଁ ଶାହାରୁଖ କେତେ ଟଙ୍କା ନିଅନ୍ତି …ଜାଣନ୍ତୁ
saharukh khan

ବଲିଉଡ କିଙ୍ଗ ଶାହରୁଖ ଖାନ ନିଜର ଦମଦାର ଅଭିନୟ ପାଇଁ ସବୁଠାରେ ବେଶ ପରିଚିତ । ଶାହରୁଖ ତିନି ଦଶନ୍ଧିରୁ ଅଧିକ ସମୟ ସେ ବଲିଉଡରେ ଅଛନ୍ତି । ସେ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ମାଧ୍ୟମରେ ଏକ ସ୍ବତନ୍ତ୍ର ପରିଚୟ ସଷ୍ଟି କରିପାରିଛନ୍ତି । ସେ ଗୋଟିଏ ଫିଲ୍ମରେ କାମ କରିବା ପାଇଁ କୋଟିଏ ଟଙ୍କା ଡିମାଣ୍ଡ କରନ୍ତି । ଶାହରୁଖ ଫିଲ୍ମ ସହିତ ପ୍ରାଇଭେଟ ଇଭେଣ୍ଟରେ ମଧ୍ୟ କାମ କରନ୍ତି । ଗୋଟିଏ ପ୍ରାଇଭେଟ ଇଭେଣ୍ଟରେ ସେ ନିଜର ଡ୍ୟାନ୍ସ  ପ୍ରତିଭା ଦେଖାଇଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

ତେବେ ଆପଣ ଜାଣିଛନ୍ତି କି ଶାହରୁଖ ଏକ ପ୍ରାଇଭେଟ ଇଭେଣ୍ଟରେ କାମ କରିବା ପାଇଁ ସେ କେତେ ଟଙ୍କା ନିଅନ୍ତି ? ଶାହରୁଖ ଖାନ ଇଭେଣ୍ଟରେ ପଠାନ ପିଲ୍ମର ଏକ ଗୀତ ଝୁମେ ଜୋ ପଠାନ ଗୀତରେ ଡ୍ୟାନ୍ସ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖି ବହୁତ ପ୍ରଶଂସକ ଖୁସି ହୋଇଯାଉଛନ୍ତି । ଏହି ଭିଡ଼ିଓରେ ଶାହରୁଖ ଖାନ ସଲ୍ଟ ଏଣ୍ଡ ପେପର ଲୁକରେ ନଜର ଆସିଥିଲେ । ପ୍ରଶଂସକ ମାନେ ଏହି ଭିଡ଼ିଓକୁ ଦେଖି ବହୁତ ଲାଇକ କରିବା ସହ କମେଣ୍ଟ କରିଛନ୍ତି ।

ଶାହରୁଖ ଖାନ ଏକ ପ୍ରାଇଭେଟ ଇଭେଣ୍ଟରେ ତାଙ୍କର ଡ୍ୟାନ୍ସ ପ୍ରତିଭା ଦେଖାଇବାକୁ ୩ କୋଟି ଟଙ୍କା ନିଅନ୍ତି । ସେ କିଛି ବର୍ଷ ହେଲା ଅନେକ ବିବାହରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଗୁଡିକ ଭାଇରାଲ ହୋଇଥାଏ । ୨୦୨୫ରେ ଶାହରୁଖ ଖାନ ଝିଅ ସୁହାନା ଖାନଙ୍କ ସହ ଏକ ଫିଲ୍ମରେ ନଜର ଆସୁଛନ୍ତି । ଏହି ଫିଲ୍ମର ନାମ କିଙ୍ଗ ଅଟେ । ଏହି ଫିଲ୍ମରେ ଅଭିଷେକ ବଚ୍ଚନ ମଧ୍ୟ ନଜରରେ ଆସୁଛନ୍ତି । କିନ୍ତୁ ଅଭିଷେକ ଏହି ଫିଲ୍ମରେ ନଜର ଆସିବା ନେଇ କୌଣସି ସୂଚନା ମିଳି ପାରିନାହିଁ ।

ସୁହାନା ଓ ଶାହରୁଖ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଶାହରୁଖ ଙ୍କର ୨୦୨୪ ରେ କୌଣସି ଫିଲ୍ମ ଆସିନାହିଁ । ସେ ୨୦୨୩ରେ ପଠାନରେ କମ ବ୍ୟାକ କରିଥିଲେ । ସେହି ବର୍ଷରେ ଶାହରୁଖ ୩ ଟି ଫିଲ୍ମ ପଠାନ, ଜୱାନ, ଡଙ୍କିରେ ତାଙ୍କୁ ଦେଖିବାକୁ ମିଶିଥିଲା । ଏହି ୩ ଟି ଫିଲ୍ମରେ ବକ୍ସ ଅଫିସରେ ଭଲ ଆୟ କରିଥିଲା । ଏହି ୩ଟି ଫିଲ୍ମରେ ଶାହରୁଖଙ୍କ ଅଭିନୟ ଏବଂ ଲୁକ ଭିନ୍ନ ଥିଲା ।

The post ଏକ ଇଭେଣ୍ଟରେ ଡ୍ୟାନ୍ସ କରିବା ପାଇଁ ଶାହାରୁଖ କେତେ ଟଙ୍କା ନିଅନ୍ତି …ଜାଣନ୍ତୁ appeared first on KNews Odisha.