ଏତେ ନିଷ୍ଠୁର ପାକିସ୍ତାନ ?

କୁଆପଥର ମାଡ଼ର ଶିକାର ଇଣ୍ଡିଗୋ ବିମାନକୁ ଏୟାରସ୍ପେଶ୍ କ୍ଲିଅରାନ୍ସ ଦେଲାନି। ପାକିସ୍ତାନର ଅମାନବିକତାର ଗୁମର ଖୋଲିଲା ଡିଜିସିଏ। ଜୀବନ ମରଣ ସ୍ଥିତିରେ ବି ଶତ୍ରୁତା ବାଛିଲା ଆତଙ୍କୀ ଦେଶ

ଏତେ ନିଷ୍ଠୁର ପାକିସ୍ତାନ ?
Array