ଏତେ ଫୁଟିଲା ଯେ, ଖାଲି ଧୂଆଁ ଧୂଆଁ
ସରିଲା ଦୀପାବଳି । ଧୂଆଁମୟ ଭୁବନେଶ୍ବର । ଦିପାବଳୀ ପରେ କୁହୁଡିର ଭ୍ରମ ସୃଷ୍ଟି କଲା ଧୂଆଁ । ପାଞ୍ଜିର ଦ୍ବନ୍ଦ୍ବ ଭିତରେ ୨ ଦିନ ଦୀପାବଳି ପାଳନ ପରେ ରାଜଧାନୀର ଅବସ୍ଥା ବେହାଲ ହୋଇପଡିଛି । ରାସ୍ତାରେ ପାଖାପାଖି ୫୦ ରୁ ୬୦ ମିଟର ଆଗକୁ କିଛି ଦିଶୁନି । The post ଏତେ ଫୁଟିଲା ଯେ, ଖାଲି ଧୂଆଁ ଧୂଆଁ appeared first on Dharitri Odia News.
ସରିଲା ଦୀପାବଳି । ଧୂଆଁମୟ ଭୁବନେଶ୍ବର । ଦିପାବଳୀ ପରେ କୁହୁଡିର ଭ୍ରମ ସୃଷ୍ଟି କଲା ଧୂଆଁ । ପାଞ୍ଜିର ଦ୍ବନ୍ଦ୍ବ ଭିତରେ ୨ ଦିନ ଦୀପାବଳି ପାଳନ ପରେ ରାଜଧାନୀର ଅବସ୍ଥା ବେହାଲ ହୋଇପଡିଛି । ରାସ୍ତାରେ ପାଖାପାଖି ୫୦ ରୁ ୬୦ ମିଟର ଆଗକୁ କିଛି ଦିଶୁନି ।
The post ଏତେ ଫୁଟିଲା ଯେ, ଖାଲି ଧୂଆଁ ଧୂଆଁ appeared first on Dharitri Odia News.