ଏଥର ଆଇପ୍ୟାଡ ନୁହେଁ ଷ୍ଟାଡିୟମର ରାସ୍ତା ଭୁଲିଗଲେ ରୋହିତ ଶର୍ମା? ଭିଡିଓ ଭାଇରାଲ୍...
ନୂଆଦିଲ୍ଲୀ ୧୯/୧୦: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ । ଯେଉଁଥିରେ ଭାରତ ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ କମ୍ବ୍ୟାକ୍ କରିଛି । ଭାରତୀୟ ଦଳ ପ୍ରଥମ ଇନିଂସରେ ୪୬ ରନ୍ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ୧୨ ବଲରେ ୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । କିନ୍ତୁ ଦ୍ୱିତୀୟ ଇନିଂସରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ସମୟରେ ରୋହିତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ପଡ଼ିଆକୁ ଯିବା ପରେ ଅନ୍ୟ ଏକ ଷ୍ଟାଡିୟମର ରାସ୍ତା ଭୁଲି ଯାଉଥିବାର ନଜର ଆସିଛନ୍ତି । ଭାଇରାଲ ଭିଡିଓରେ ରୋହିତ ଶର୍ମା ଷ୍ଟାଣ୍ଡ ପଛରୁ ପଡ଼ିଆକୁ ଯାଉଥିବା ଦେଖିବାକୁ ମିଳିଛି । ଏଥିରୁ ଜଣାପଡୁଛି ଯେ ସେ ରାସ୍ତା ହରାଇ ଭୁଲ୍ ବାଟରେ ଯାଉଛନ୍ତି । Never seen a funnier character than Rohit Sharma. Absolutely unfiltered! ???? pic.twitter.com/IlEndPjiHO— ???????????? ???????????????????????? (@jod_insane) October 18, 2024ତାଙ୍କ ପଛେ ପଛେ ଯାଉଥିବା ୱିକେଟ୍ କିପର ଧ୍ରୁଭ ଜୁରେଲ କ୍ୟାପଟେନଙ୍କୁ ଯାଉଥିବାର ଦେଖିଥିଲେ । ଜୁରେଲ ରୋହିତ ଡାକିବା ସହ ସଠିକ୍ ରାସ୍ତାରେ ଯିବାକୁ ପରାମର୍ଶ ଦେଇଥିଲେ । ଦେଇ କ୍ଷେତ୍ରକୁ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲ
ନୂଆଦିଲ୍ଲୀ ୧୯/୧୦: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ । ଯେଉଁଥିରେ ଭାରତ ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ କମ୍ବ୍ୟାକ୍ କରିଛି । ଭାରତୀୟ ଦଳ ପ୍ରଥମ ଇନିଂସରେ ୪୬ ରନ୍ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ୧୨ ବଲରେ ୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । କିନ୍ତୁ ଦ୍ୱିତୀୟ ଇନିଂସରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ ।
ଏହି ସମୟରେ ରୋହିତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ପଡ଼ିଆକୁ ଯିବା ପରେ ଅନ୍ୟ ଏକ ଷ୍ଟାଡିୟମର ରାସ୍ତା ଭୁଲି ଯାଉଥିବାର ନଜର ଆସିଛନ୍ତି । ଭାଇରାଲ ଭିଡିଓରେ ରୋହିତ ଶର୍ମା ଷ୍ଟାଣ୍ଡ ପଛରୁ ପଡ଼ିଆକୁ ଯାଉଥିବା ଦେଖିବାକୁ ମିଳିଛି । ଏଥିରୁ ଜଣାପଡୁଛି ଯେ ସେ ରାସ୍ତା ହରାଇ ଭୁଲ୍ ବାଟରେ ଯାଉଛନ୍ତି ।
Never seen a funnier character than Rohit Sharma. Absolutely unfiltered! ???? pic.twitter.com/IlEndPjiHO— ???????????? ???????????????????????? (@jod_insane) October 18, 2024
ତାଙ୍କ ପଛେ ପଛେ ଯାଉଥିବା ୱିକେଟ୍ କିପର ଧ୍ରୁଭ ଜୁରେଲ କ୍ୟାପଟେନଙ୍କୁ ଯାଉଥିବାର ଦେଖିଥିଲେ । ଜୁରେଲ ରୋହିତ ଡାକିବା ସହ ସଠିକ୍ ରାସ୍ତାରେ ଯିବାକୁ ପରାମର୍ଶ ଦେଇଥିଲେ । ଦେଇ କ୍ଷେତ୍ରକୁ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନା ଥାଉକି, ଋଷଭ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲ ୱିକେଟ୍ କିପର ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।
କାରଣ ପ୍ରଥମ ପାଳିର ଦ୍ୱିତୀୟ ଦିନ ପନ୍ତଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ଏବଂ ସେ ତୃତୀୟ ଦିନରେ ୱିକେଟ୍ କିପିଂ ପାଇଁ ପଡ଼ିଆକୁ ଆସିପାରିନଥିଲେ । ତେବେ ପରେ ପନ୍ତ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖାଯାଇଥିଲା ଏବଂ ସେ ଚତୁର୍ଥ ଦିନରେ ବ୍ୟାଟିଂ କରିଥିଲେ । ଏବେ ମଧ୍ୟ ପନ୍ତ ବ୍ୟାଟି କରିବା ସହ ୫୦ ରନ୍ କରିସାରିଛନ୍ତି ।