ଏଥର ଦୁର୍ଗାପୂଜା ଲାଗିବ ଫିକା, ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ କଟକଣା

କଟକ ୮।୯: ଚଳିତ ବର୍ଷ ଦୁର୍ଗାପୂଜାରେ ଲେଜର ଲାଇଟ୍ ଉପରେ ଲାଗିଲା କଟକଣା । ପୂଜା ବେଳେ ଲେଜର ଲାଇଟ୍ ବ୍ୟବହାର କରିପାରିବେନି ପୂଜା କମିଟି । ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିଭଳି ପୂଜା ଭସାଣୀ ବେଳେ ଫାୟାର ଗନ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି । ଲେଜର ଲାଇଟ ଓ ଫାୟାର ଗନ୍ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଚଳିତ ବର୍ଷ ପୂଜାରେ ଏହି କଟକଣାକୁ କଡାକଡି ଲାଗୁ ହେବ । You Can Read:ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ପନିପରିବା ଓ ଖାଦ୍ୟ ସାମଗ୍ରୀର ଜାଲ୍ ଭାଉଚର କରୁଛନ୍ତି କର୍ମୀ, ଏଭଳି ଅଭିଯୋଗକୁ ଖଣ୍ଡନ କଲେ ଅଙ୍ଗନବାଡି କର୍ମୀ 

ଏଥର ଦୁର୍ଗାପୂଜା ଲାଗିବ ଫିକା, ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ କଟକଣା

କଟକ ୮।୯: ଚଳିତ ବର୍ଷ ଦୁର୍ଗାପୂଜାରେ ଲେଜର ଲାଇଟ୍ ଉପରେ ଲାଗିଲା କଟକଣା । ପୂଜା ବେଳେ ଲେଜର ଲାଇଟ୍ ବ୍ୟବହାର କରିପାରିବେନି ପୂଜା କମିଟି । ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । 

ସେହିଭଳି ପୂଜା ଭସାଣୀ ବେଳେ ଫାୟାର ଗନ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି । ଲେଜର ଲାଇଟ ଓ ଫାୟାର ଗନ୍ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଚଳିତ ବର୍ଷ ପୂଜାରେ ଏହି କଟକଣାକୁ କଡାକଡି ଲାଗୁ ହେବ । 

You Can Read:

ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ପନିପରିବା ଓ ଖାଦ୍ୟ ସାମଗ୍ରୀର ଜାଲ୍ ଭାଉଚର କରୁଛନ୍ତି କର୍ମୀ, ଏଭଳି ଅଭିଯୋଗକୁ ଖଣ୍ଡନ କଲେ ଅଙ୍ଗନବାଡି କର୍ମୀ