ଏଥର ପରିବର୍ତ୍ତନ ଆଣିବେ ଭୋଟର, ରାଜ୍ୟରେ ନୂଆ ହେବ ସରକାର- ମନମୋହନ ସାମଲ

ଭଦ୍ରକ ୦୨।୦୬ : ପ୍ରବଳ ଖରା ସତ୍ୱେ ବି ଲୋକ ଭୋଟିଂକୁ ଆସିଛି । ଭାରତର ବିକାଶ ପାଇଁ ଭୋଟର ସଂକଳ୍ପ ନେଇଛନ୍ତି । ଏଥର ଓଡିଶାରେ ପରିବର୍ତ୍ତନ ଆଣିବେ ଭୋଟର । ଏକ୍‌ଜିଟ୍‌ ପୋଲକୁ ନେଇ ଏପରି କହିଛନ୍ତି ବିଜେପି ରାଜ୍ୟ ସଭାପତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,  ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି । ଭୋଟିଂକୁ ଉପଭୋଗ କରିଛନ୍ତି । ଭାରତ ବିକାଶ ପାଇଁ ସଂକଳ୍ପ ନେଇଛନ୍ତି । ଭୋଟରଙ୍କ ଆଶା ଅଛି ଏବଂ ସଂକଳ୍ପ ଅଛି । ଏଥର ପରିବର୍ତ୍ତନ ଆଣିବେ। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ପନ୍ନ ଲୋକ । ତାଙ୍କ ସହ ଲୋକ ଅଛନ୍ତି । ସେ ଲୋକଙ୍କ ମନ କଥା ଜାଣନ୍ତି । ସେଥି ପାଇଁ ରାଜ୍ୟରେ ଆସନ୍ତା ୪ରେ ପରିବର୍ତ୍ତନ ହେବ ବୋଲି । ୧୦ରେ ନୂଆ ସରକାର ଶପଥ ନେବ । ଭୋଟିଂକୁ ୪୮ ଘଣ୍ଟା ହୋଇନାହିଁ । ୪ ତାରିଖ ଦିନ ଅପରାହ୍ନରେ ଟ୍ରେଣ୍ଡ କହିବ ଏବଂ ଚିତ୍ର ସ୍ପଷ୍ଟ ହେବ ।

ଏଥର ପରିବର୍ତ୍ତନ ଆଣିବେ ଭୋଟର, ରାଜ୍ୟରେ ନୂଆ ହେବ ସରକାର- ମନମୋହନ ସାମଲ

ଭଦ୍ରକ ୦୨।୦୬ : ପ୍ରବଳ ଖରା ସତ୍ୱେ ବି ଲୋକ ଭୋଟିଂକୁ ଆସିଛି । ଭାରତର ବିକାଶ ପାଇଁ ଭୋଟର ସଂକଳ୍ପ ନେଇଛନ୍ତି । ଏଥର ଓଡିଶାରେ ପରିବର୍ତ୍ତନ ଆଣିବେ ଭୋଟର । ଏକ୍‌ଜିଟ୍‌ ପୋଲକୁ ନେଇ ଏପରି କହିଛନ୍ତି ବିଜେପି ରାଜ୍ୟ ସଭାପତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି । ଭୋଟିଂକୁ ଉପଭୋଗ କରିଛନ୍ତି । ଭାରତ ବିକାଶ ପାଇଁ ସଂକଳ୍ପ ନେଇଛନ୍ତି । ଭୋଟରଙ୍କ ଆଶା ଅଛି ଏବଂ ସଂକଳ୍ପ ଅଛି । ଏଥର ପରିବର୍ତ୍ତନ ଆଣିବେ। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ପନ୍ନ ଲୋକ । ତାଙ୍କ ସହ ଲୋକ ଅଛନ୍ତି । ସେ ଲୋକଙ୍କ ମନ କଥା ଜାଣନ୍ତି । ସେଥି ପାଇଁ ରାଜ୍ୟରେ ଆସନ୍ତା ୪ରେ ପରିବର୍ତ୍ତନ ହେବ ବୋଲି । ୧୦ରେ ନୂଆ ସରକାର ଶପଥ ନେବ । ଭୋଟିଂକୁ ୪୮ ଘଣ୍ଟା ହୋଇନାହିଁ । ୪ ତାରିଖ ଦିନ ଅପରାହ୍ନରେ ଟ୍ରେଣ୍ଡ କହିବ ଏବଂ ଚିତ୍ର ସ୍ପଷ୍ଟ ହେବ ।