ଏଥର ବଜେଟରେ କ'ଣ ହେଲା ଶସ୍ତା ?
ବଜେଟ୍-୨୦୨୪: କ’ଣ ହେଲା ଶସ୍ତା ? କଣ ହେଲା ମହଙ୍ଗା ? ଜାଣନ୍ତୁ...
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ତେବେ ଏଥର ବଜେଟରେ କ'ଣ ହେଲା ଶସ୍ତା କ'ଣ ହେଲା ମହଙ୍ଗା ? ଜାଣନ୍ତୁ...