ଏପରି ଠାକୁର...ଯେ ଡାକିଲେ ଶୁଣନ୍ତି ଭକ୍ତଙ୍କ କଥା, ଠାକୁରଙ୍କ ଦୟାରୁ ଖାଲି ହାତରେ ଫେରନ୍ତି ନାହିଁ ଶ୍ରଦ୍ଧାଳୁ |
ଏହି ଠାକୁର ଙ୍କର ଅନେକ ପୁରାଣ କିମ୍ବଦନ୍ତୀ ରହିଛି | ନିମାପଡା ଉପକଣ୍ଠ କୁଆଁସ ଗ୍ରାମରେ ରହିଛି ବାବା ନୀଳକଣ୍ଠେଶ୍ଵରଙ୍କ ମନ୍ଦିର | କାନ ରୋଗ ପାଇଁ ବାବାଙ୍କ ହୁକୁମ ବିଚିକ୍ଷଣ ଏହି କାରଣରୁ ବାବାଙ୍କୁ କାନ କୋଟଳେଶ୍ୱର ବୋଲି ଲୋକମାନେ ଡାକନ୍ତ