ଏମିତି ନାଚ ଦେଖି ଆପଣଙ୍କ ମୁଣ୍ଡ ବୁଲେଇଦେବ । ହସି ହସି ଗଡିଯିବେ ।

ମନୋରଞ୍ଜନ ଆଳରେ ନିଆଁକୁ ନେଇ ଖେଳ। ନିଆଁ ଲଗେଇ ନୃତ୍ୟ କରିବା ସହ ହାତରେ ପେଟ୍ରୋଲ ବୋତଲ ଧରି ଅସୁରକ୍ଷିତ ଭାବେ ନୃତ୍ୟ। ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମଭି ୧୧୪ ଗ୍ରାମର କାଳିପୂଜାରେ Odisha Bhas