ଏହା ହେଉଛି ଦୁନିଆର ପ୍ରଥମ ମୋବାଇଲ ଫୋନ୍‌: ଇଟା ଭଳି ଆକାର, ଦାମ୍‌ ଥିଲା ୩.୩୦ ଲକ୍ଷ; ୧୦ ଘଣ୍ଟା ଚାର୍ଜ କଲେ…

ଆଜିକାଲି ସମୟରେ ମୋବାଇଲ ଫୋନ୍‌ ବା କାହା ହାତରେ ନାହିଁ। ଏବେ ଭଳିକି ଭଳି କମ୍ପାନୀ ଏବଂ ସୁବିଧା ସହ ମୋବାଇଲ ଉପଲବ୍ଧ ହେଉଛି। ହେଲେ କ’ଣ ଆପଣ ପ୍ରଥମ ମୋବାଇଲ ଫୋନ୍‌ କିଭଳି ଥିଲା ଜାଣନ୍ତି। ଯଦି ନା, ତେବେ ଜାଣିରଖନ୍ତୁ। ଭାରତରେ ପ୍ରଥମ ମୋବାଇଲ ଫୋନ୍‌ ମୋଟୋରୋଲା କମ୍ପାନୀ ଆଣିଥିଲା। ଏହାର ନାମ DynaTAC ୮୦୦୦X ଅଟେ। ୧୯୫୫ରେ ଭାରତରେ ଏହାକୁ ଲଞ୍ଚ କରାଯାଇଥିଲା। କମ୍ପାନୀର ଇଞ୍ଜିନିୟର ମାର୍ଟିନ କୁପର ଫୋନ୍‌ଟିକୁ ନିର୍ମାଣ କରିଥିଲେ। […] The post ଏହା ହେଉଛି ଦୁନିଆର ପ୍ରଥମ ମୋବାଇଲ ଫୋନ୍‌: ଇଟା ଭଳି ଆକାର, ଦାମ୍‌ ଥିଲା ୩.୩୦ ଲକ୍ଷ; ୧୦ ଘଣ୍ଟା ଚାର୍ଜ କଲେ… appeared first on Dharitri Odia News.

ଏହା ହେଉଛି ଦୁନିଆର ପ୍ରଥମ ମୋବାଇଲ ଫୋନ୍‌: ଇଟା ଭଳି ଆକାର, ଦାମ୍‌ ଥିଲା ୩.୩୦ ଲକ୍ଷ; ୧୦ ଘଣ୍ଟା ଚାର୍ଜ କଲେ…

ଆଜିକାଲି ସମୟରେ ମୋବାଇଲ ଫୋନ୍‌ ବା କାହା ହାତରେ ନାହିଁ। ଏବେ ଭଳିକି ଭଳି କମ୍ପାନୀ ଏବଂ ସୁବିଧା ସହ ମୋବାଇଲ ଉପଲବ୍ଧ ହେଉଛି। ହେଲେ କ’ଣ ଆପଣ ପ୍ରଥମ ମୋବାଇଲ ଫୋନ୍‌ କିଭଳି ଥିଲା ଜାଣନ୍ତି। ଯଦି ନା, ତେବେ ଜାଣିରଖନ୍ତୁ।

ଭାରତରେ ପ୍ରଥମ ମୋବାଇଲ ଫୋନ୍‌ ମୋଟୋରୋଲା କମ୍ପାନୀ ଆଣିଥିଲା। ଏହାର ନାମ DynaTAC ୮୦୦୦X ଅଟେ। ୧୯୫୫ରେ ଭାରତରେ ଏହାକୁ ଲଞ୍ଚ କରାଯାଇଥିଲା। କମ୍ପାନୀର ଇଞ୍ଜିନିୟର ମାର୍ଟିନ କୁପର ଫୋନ୍‌ଟିକୁ ନିର୍ମାଣ କରିଥିଲେ। ଏଥିଲାଗି ତାଙ୍କୁ ୧୫ ବର୍ଷ ପରିଶ୍ରମ କରିବାକୁ ପଡ଼ିଥିଲା। ଦେଖିବାକୁ ଏହା ଠିକ୍‌ ଇଟା ଭଳି ଥିଲା। ଏହାର ଓଜନ ୭୯୦ ଗ୍ରାମ ଥିଲା।

ପ୍ରଥମେ ଆମେରିକାରେ DynaTAC ୮୦୦୦X ଲଞ୍ଚ କରାଯାଇଥିଲା। ଏପ୍ରିଲ ୩ରେ ଏହାର ପ୍ରଥମ ପ୍ରୋଟୋଟାଇପ୍‌ ଆସିଥିଲା। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏହାର ମୂଲ୍ୟ ୩,୯୯୫ ଡଲାର(ଅର୍ଥାତ ୩.୩୦ ଲକ୍ଷ) ଟଙ୍କା ଥିଲା। ୧୦ ଘଣ୍ଟା ଚାର୍ଜ କରିଲେ ଫୋନ୍‌ରେ ୩୦ ମିନିଟ ଯାଏ କଥା ହୋଇପାରୁଥିଲେ।

The post ଏହା ହେଉଛି ଦୁନିଆର ପ୍ରଥମ ମୋବାଇଲ ଫୋନ୍‌: ଇଟା ଭଳି ଆକାର, ଦାମ୍‌ ଥିଲା ୩.୩୦ ଲକ୍ଷ; ୧୦ ଘଣ୍ଟା ଚାର୍ଜ କଲେ… appeared first on Dharitri Odia News.