"ଏହି ଜାଗାରୁ ଅଳିଆ ଗଦା ବଦଳରେ ସୈନିକ ସ୍କୁଲ ଉଠେଇବାକୁ ଚେଷ୍ଟା କଲେ, ଆମେ ସରକାରଙ୍କୁ ହଟେଇଦେବୁ"

ଭୁବନେଶ୍ୱର ଗାଡ଼କଣରେ ଥିବା ଅଳିଆଗଦାକୁ ହଟାଇବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବେଳେ ସରକାର ଏଥିପ୍ରତି କର୍ଣ୍ଣପାତ ନକରି ଅଳିଆ ଗଦା ବଦଳରେ ସୈନିକ ସ୍କୁଲକୁ ସ୍ଥାନାନ୍ତର କରିବା ଘଟଣାରେ ସୈନିକ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେ