ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ ଦେଶ। ମେ ୧ ପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ସମ୍ଭାବ୍ୟ ୧୫ ଘୋଷଣା ପାଇଁ ଆଇସିସି ଶେଷ ତାରିଖ ରଖିଛ। ଆଗାମୀ ଦିନରେ ଅନେକ ଦେଶ ସେମାନଙ୍କର ଦଳ ଘୋଷଣା କରିବେ। ଆସନ୍ତା ୧ ତାରିଖରେ ଭାରତୀୟ ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ଏଥି ସହିତ ଭାରତୀୟ ଦଳ […] The post ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା appeared first on Dharitri Odia News.

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ ଦେଶ। ମେ ୧ ପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ସମ୍ଭାବ୍ୟ ୧୫ ଘୋଷଣା ପାଇଁ ଆଇସିସି ଶେଷ ତାରିଖ ରଖିଛ। ଆଗାମୀ ଦିନରେ ଅନେକ ଦେଶ ସେମାନଙ୍କର ଦଳ ଘୋଷଣା କରିବେ। ଆସନ୍ତା ୧ ତାରିଖରେ ଭାରତୀୟ ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ଏଥି ସହିତ ଭାରତୀୟ ଦଳ ଜୁନ ୧ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଏଥି ସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାନ ମ୍ୟାଚ ଜୁନ ୯ରେ ନ୍ୟୁୟର୍କରେ ଖେଳାଯିବ। ଏହି ଟୁର୍ନାମେଣ୍ଟର ଫାଇନାଲ ଜୁନ ୧୯ରେ ଖେଳାଯିବ।

The post ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା appeared first on Dharitri Odia News.