ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ, ସେପ୍ଟେମ୍ବର ୩୦ରେ ନେବେ ଦାୟିତ୍ବ

ନୂଆଦିଲ୍ଲୀ: ଏୟାର ମାର୍ଶାଲ ଅମର ପ୍ରୀତ୍ ସିଂ ହେବେ ନୂଆ ବାୟୁସେନା ମୁଖ୍ୟ। ଆସନ୍ତା ୩୦ରେ ଦାୟିତ୍ବ ଗ୍ରହଣ କରିବେ ଅମର ପ୍ରୀତ । ଏୟାର ମାର୍ଶାଲ ଭି.ଆର. ଚୌଧୁରୀଙ୍କ ସ୍ଥାନରେ ତାଙ୍କୁ ମିଳିବ ନିଯୁକ୍ତି। ଏବେ ଅମର ପ୍ରୀତ୍ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ବିବେକରାମ ଚୌଧୁରୀ ଅବସର ନେବା ପରେ ଦାୟିତ୍ବ ନେବେ ଅମରପ୍ରୀତ। ଭାରତୀୟ ବାୟୁସେନାରେ ୧୯୮୪ ଡିସେମ୍ବର ୨୧ରୁ ଆରମ୍ଭ ହୋଇଥିଲା ଏୟାର ମାର୍ଶାଲ ଅମରପ୍ରୀତ ସିଂଙ୍କ କ୍ଯାରିୟର। […]

ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ, ସେପ୍ଟେମ୍ବର ୩୦ରେ ନେବେ ଦାୟିତ୍ବ
Air Marshal Amar Preet Singh to take over as next IAF chief

ନୂଆଦିଲ୍ଲୀ: ଏୟାର ମାର୍ଶାଲ ଅମର ପ୍ରୀତ୍ ସିଂ ହେବେ ନୂଆ ବାୟୁସେନା ମୁଖ୍ୟ। ଆସନ୍ତା ୩୦ରେ ଦାୟିତ୍ବ ଗ୍ରହଣ କରିବେ ଅମର ପ୍ରୀତ । ଏୟାର ମାର୍ଶାଲ ଭି.ଆର. ଚୌଧୁରୀଙ୍କ ସ୍ଥାନରେ ତାଙ୍କୁ ମିଳିବ ନିଯୁକ୍ତି। ଏବେ ଅମର ପ୍ରୀତ୍ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ବିବେକରାମ ଚୌଧୁରୀ ଅବସର ନେବା ପରେ ଦାୟିତ୍ବ ନେବେ ଅମରପ୍ରୀତ।

ଭାରତୀୟ ବାୟୁସେନାରେ ୧୯୮୪ ଡିସେମ୍ବର ୨୧ରୁ ଆରମ୍ଭ ହୋଇଥିଲା ଏୟାର ମାର୍ଶାଲ ଅମରପ୍ରୀତ ସିଂଙ୍କ କ୍ଯାରିୟର। ନ୍ଯାସନାଲ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଓ ନ୍ଯାସନାଲ ଡିଫେନ୍ସ କଲେଜରୁ ଶିକ୍ଷାଲାଭ କରିଥିଲେ ଅମରପ୍ରୀତ। ସେ ଫ୍ଲାଇଟ କମାଣ୍ଡର ଓ ମିଗ-୨୭ ସ୍କ୍ବାଡ୍ରନର କମାଣ୍ଡିଂ ଅଫିସର ଥିଲେ।