ଏୟାରପୋର୍ଟ ନା ଆଉ କଣ ?
ଯେଉଁଠି ବିମାନ ଉଡ଼ାଣ ଓ ଅବତରଣ କରିବା କଥା, ସେହି ରନୱେରେ ଏବେ ଗାଈଗୋରୁ ଚରୁଛନ୍ତି।
ନିର୍ବାଚନ ପୂର୍ବରୁ ଅତି ତରବରିଆ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କଲେ। ବିମାନ ଚାଲିବାର ଜିଲ୍ଲାବାସୀକୁ ସ୍ବପ୍ନ ଦେଖାଇଲେ। ତେବେ ଉଦଘାଟନ ପରେ ପୂର୍ବତନ ୫ଟି ଅଧ୍ୟକ୍ଷଙ୍କ ପରି କିଛି ନେତା ଏଠାରେ ଏୟାରକ୍ରାଫ୍ଟରେ ଅବତରଣ କରି ନିର୍ବାଚନ ପ୍ରଚାର କଲେ। ତାପରେ ଏ ହେଉଛି ଏୟାରପୋର୍ଟର ବାସ୍ତବ ସ୍ଥିତି। ଦେଖନ୍ତୁ ପୂରା ରିପୋର୍ଟ।