‘ଓ ଆଥେ ଆ …’ ଗୀତରେ ଧମାକାଦାର ଡ୍ୟାନ୍ସ କରି ସୋସିଆଲ ମିଡିଆର ପାରା ବଢାଇଲେ ଦୁଇ ଯୁବତୀ: ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ଆଜିକାଲି ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି।ଲୋକମାନେ ଏହି ଭିଡିଓରେ ଦୁଇ ଯୁବତୀ ବଲିଉଡ ଗୀତ ‘ଓ ଆଥେ ଆ …’ ରେ ଧମାକାଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ବିଶେଷ କଥା ହେଉଛି ଯୁବତୀଙ୍କ ଅଙ୍ଗଭଙ୍ଗୀ ଦେଖି ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଦୁଇ ଯୁବତୀ ଗୋଲାପୀ ରଙ୍ଗର ଶାଢି ପିନ୍ଧି ସଲମାନ ଖଶନ ଏବଂ କ୍ୟାଟ୍ରିନା […] The post ‘ଓ ଆଥେ ଆ …’ ଗୀତରେ ଧମାକାଦାର ଡ୍ୟାନ୍ସ କରି ସୋସିଆଲ ମିଡିଆର ପାରା ବଢାଇଲେ ଦୁଇ ଯୁବତୀ: ଦେଖନ୍ତୁ ଭିଡିଓ appeared first on Dharitri Odia News.
ସୋସିଆଲ ମିଡିଆରେ ଆଜିକାଲି ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି।ଲୋକମାନେ ଏହି ଭିଡିଓରେ ଦୁଇ ଯୁବତୀ ବଲିଉଡ ଗୀତ ‘ଓ ଆଥେ ଆ …’ ରେ ଧମାକାଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ବିଶେଷ କଥା ହେଉଛି ଯୁବତୀଙ୍କ ଅଙ୍ଗଭଙ୍ଗୀ ଦେଖି ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।
ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଦୁଇ ଯୁବତୀ ଗୋଲାପୀ ରଙ୍ଗର ଶାଢି ପିନ୍ଧି ସଲମାନ ଖଶନ ଏବଂ କ୍ୟାଟ୍ରିନା କୈଫ୍ଙ୍କ ଗୀତ ‘ହେ ଆଥେ ଆ …’ ରେ ନାଚୁଛନ୍ତି। ତାଙ୍କର ଅଙ୍ଗଭଙ୍ଗୀ ଲୋକଙ୍କ ହୃଦୟ ଜିତୁଛି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @Suman Modi ନାମକ ଜଣେ ୟୁଜର୍ସ ଶେୟାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି। ଏଥି ସହିତ, ଲୋକମାନେ ମଧ୍ୟ ଏହା ଉପରେ ନିଜର ମତାମତ ଦେଉଛନ୍ତି।
The post ‘ଓ ଆଥେ ଆ …’ ଗୀତରେ ଧମାକାଦାର ଡ୍ୟାନ୍ସ କରି ସୋସିଆଲ ମିଡିଆର ପାରା ବଢାଇଲେ ଦୁଇ ଯୁବତୀ: ଦେଖନ୍ତୁ ଭିଡିଓ appeared first on Dharitri Odia News.