ଓଡ଼ିଆ ସିନେମାର ୭ ଏଭର ଗ୍ରିନ୍‌ ଗୀତ ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ ବା ନ ଦେଖନ୍ତୁ, ଗୀତର ମୁଖଡ଼ା କିନ୍ତୁ ପ୍ରାୟ ସମସ୍ତଙ୍କ ମୁହଁରେ ଥାଏ। ତେବେ ଆସନ୍ତୁ ଜାଣିବା ସେମିତି ଖୁବ୍‌ ଲୋକପ୍ରିୟ ହୋଇଥିବା ୭ଟି ଗୀତ ସମ୍ପର୍କରେ… ଯାହାକୁ ଶୁଣିଲେ ତା’ର ଅରପଦଟି ନିଶ୍ଚେ ଗୁଣୁଗୁଣୁୁ ହେବେ। ତେବେ କେବଳ ଗୀତ ନୁହେଁ ତାହା କେଉଁ ଚଳଚ୍ଚିତ୍ରର, ସଙ୍ଗୀତ, ଗୀତ ଏବଂ କଣ୍ଠ କିଏ […] The post ଓଡ଼ିଆ ସିନେମାର ୭ ଏଭର ଗ୍ରିନ୍‌ ଗୀତ ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ… appeared first on Dharitri Odia News.

ଓଡ଼ିଆ ସିନେମାର ୭ ଏଭର ଗ୍ରିନ୍‌ ଗୀତ ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ ବା ନ ଦେଖନ୍ତୁ, ଗୀତର ମୁଖଡ଼ା କିନ୍ତୁ ପ୍ରାୟ ସମସ୍ତଙ୍କ ମୁହଁରେ ଥାଏ। ତେବେ ଆସନ୍ତୁ ଜାଣିବା ସେମିତି ଖୁବ୍‌ ଲୋକପ୍ରିୟ ହୋଇଥିବା ୭ଟି ଗୀତ ସମ୍ପର୍କରେ…
ଯାହାକୁ ଶୁଣିଲେ ତା’ର ଅରପଦଟି ନିଶ୍ଚେ ଗୁଣୁଗୁଣୁୁ ହେବେ। ତେବେ କେବଳ ଗୀତ ନୁହେଁ ତାହା କେଉଁ ଚଳଚ୍ଚିତ୍ରର, ସଙ୍ଗୀତ, ଗୀତ ଏବଂ କଣ୍ଠ କିଏ ଦାନ କରିଛନ୍ତି ତାହା ମଧ୍ୟ ଜାଣନ୍ତୁ।

  • ‘‘ଉଡ଼ିଉଡି ଉଡିି ଯାଆରେ ଉଡ଼ି, ଏ ମୋର ଗୁଡି’’
  • ଚଳଚ୍ଚିତ୍ରି-କଏି କାହାର
  • ସଙ୍ଗୀତ/କଣ୍ଠ- ଅକ୍ଷୟ ମହାନ୍ତି,
  • ଗୀତ- ନାରାୟଣ  ପ୍ରସାଦ ସିଂ

  • ‘‘ବୋଉଲୋ କି କହବି  ନୂଆ ଭାଉଜଙ୍କ କଥା’’
  • ଚଳଚ୍ଚିତ୍ରି- ଅଦିନ ମେଘ
  • ସଙ୍ଗୀତ-ବାଳକୃଷ୍ଣ ଦାଶ
  • କଣ୍ଠ- ତୃପ୍ତି ଦାସ
  • ଗୀତ- ଗୌରାଙ୍ଗ ସାମନ୍ତରାୟ

  • ‘‘ମୟୂରୀଗୋ! ତୁମ ଆକାଶେ’’
  • ଚଳଚ୍ଚିତ୍ରି- ଅରୁନ୍ଧତୀ
  • ସଙ୍ଗୀତ-ଶାନ୍ତନୁ ମହାପାତ୍ର
  • କଣ୍ଠ- ମହମ୍ମଦ ରଫି
  • ଗୀତ- ଗୁରୁକୃଷ୍ଣ ଗୋସ୍ବାମୀ

  • ‘‘ମୁଁ ଯେ ଜାଣେନା କାହା ବାଟ ରହଛି’’
  • ଚଳଚ୍ଚିତ୍ରି- ଗପ ହେଲେ ବି ସତ
  • ସଙ୍ଗୀତ- ଭୁବନ ହରି
  • କଣ୍ଠ- ସୁମନ କଲ୍ୟାଣ
  • ଗୀତ- ଗୁରୁକୃଷ୍ଣ ଗୋସ୍ବାମୀ

  • ‘‘ମୋ ପ୍ରିୟା ଠାରୁ କଏି ଅଧିକ ସନ୍ଦୁର ’’
  • ଚଳଚ୍ଚିତ୍ରି- ସିନ୍ଦୁରବିନ୍ଦୁ
  • ଗୀତ/ସଙ୍ଗୀତ- ପ୍ରଫଲ୍ଲୁ କର
  • କଣ୍ଠ- ଚିତ୍ତ ଜେନା

  • ‘ଚାନ୍ଦ ନା ତୁମେ ତାର’’
  • ଚଳଚ୍ଚିତ୍ରି- ଚିହ୍ନା ଅଚିହ୍ନା
  • ସଙ୍ଗୀତ- ବାସୁଦେବ ରଥ
  • କଣ୍ଠ- ତାନସେନ୍ ସି , ସ୍ବାଗତିକା ରଥ
  • ଗୀତ- ସୁରେନ୍ଦ୍ର ବିଦ୍ୟାଧର

  • ‘ଚୁମକି ସେତ ପାଣିରେ ବୁଡ଼ିବ ନାହକିଁ ’’
  • ଚଳଚ୍ଚିତ୍ରି- ମା ଓ ମମତା
  • ସଙ୍ଗୀତ- ଭୁବନ  ହରି
  • କଣ୍ଠ- ଅକ୍ଷୟ ମହାନ୍ତି, ଅନୁରାଧା ପୋଡଓ୍ବାଲ
  • ଗୀତ- ଅକ୍ଷୟ ମହାନ୍ତି

The post ଓଡ଼ିଆ ସିନେମାର ୭ ଏଭର ଗ୍ରିନ୍‌ ଗୀତ ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ… appeared first on Dharitri Odia News.