ଓଡ଼ିଶା ପୋଲିସ ର ସାଗର କବଚ ।
ଅସ୍ତରଙ୍ଗ,,ଜଳ ପଥରେ ମୁମ୍ବାଇ ରେ ଆତଙ୍ଗ ବାଦି ହମଲା ପରେ ,ଉପକୂଳ ଅଞ୍ଚଳକୁ ସୁରକ୍ଷିତ ରଖିବା ସହ ଜଳ ପଥରେ ବାହ୍ୟ ଶତ୍ରୁକୁ ପ୍ରତିରୋଧ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଆରମ୍ଭ ହୋଇଛି ସମ୍ଭ୍ୟାବ ଉପକୂଳ ସୁରକ୍ଷା କୁ ନେଇ ସାଗର କବଚ । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ଥାନା ଓ ମରାଇନ ଥାନା ନୂଆଗଡ ର ପୋଲିସ କର୍ମଚାରୀ […] The post ଓଡ଼ିଶା ପୋଲିସ ର ସାଗର କବଚ । appeared first on Odisha.News.

ଅସ୍ତରଙ୍ଗ,,ଜଳ ପଥରେ ମୁମ୍ବାଇ ରେ ଆତଙ୍ଗ ବାଦି ହମଲା ପରେ ,ଉପକୂଳ ଅଞ୍ଚଳକୁ ସୁରକ୍ଷିତ ରଖିବା ସହ ଜଳ ପଥରେ ବାହ୍ୟ ଶତ୍ରୁକୁ ପ୍ରତିରୋଧ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଆରମ୍ଭ ହୋଇଛି ସମ୍ଭ୍ୟାବ ଉପକୂଳ ସୁରକ୍ଷା କୁ ନେଇ ସାଗର କବଚ । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ଥାନା ଓ ମରାଇନ ଥାନା ନୂଆଗଡ ର ପୋଲିସ କର୍ମଚାରୀ ସାମିଲ ହେବା ସହ,ଜିଲ୍ଲା ଭିତରୁ କିଛ କର୍ମ ଚାରି ଙ୍କୁ ନିୟୋଜିତ କରା ଜାଇଅଛି । ଅସ୍ତରଙ୍ଗ,ନୂଆଗଡ ,କଳିଆକଣ,ସହନ,ସୁଧିକେଶ୍ୱର୍, ଦାଳୁଆକଣି, ଜାହାନିଆଁ ଆଦି ସମୁଦ୍ର ତଟ ସ୍ଥାନକୁ ସମ୍ବେଦନ ଶିଳ ଭାବେ ଗ୍ରହଣ କରାଯାଇ,ସମ୍ଭାବ୍ୟ ଆତଙ୍ଗ ବାଡ଼ି ମାନେ ଯେପରି ଏହି ସବୁ ସ୍ଥାନ ଦେଇ ଯେପରି ପ୍ରବେଶ କରି ନ ପାରିବେ ସେଥିପ୍ରତି ନଜର ରଖା ଜାଇ ଅଛି । ଏହି ଦୁଇଦିନିଆ କାର୍ଯ୍ୟକ୍ରମ ରେ କୋଷ୍ଟ ଗାର୍ଡ,ମେରାଇନା ପୋଲିସ,ଆଦି ସାମିଲ ରହିଥିବା ବେଳେ,ଅସ୍ତରଙ୍ଗ ଆଇ ଆଇ ସି,ରାଜେଶ କୁମାର ବଳିଆର ସିଂ ଓ ମେରାଇନ ଥାନା ଆଇ ଆଇ ସି,ଅଚ୍ୟୁତାନନ୍ଦ ବେହେରା, ଏହାର ନେତୃତ ନେଇଛନ୍ତି ।
The post ଓଡ଼ିଶା ପୋଲିସ ର ସାଗର କବଚ । appeared first on Odisha.News.