ଓଡ଼ିଶା ପୋଲିସର ମଙ୍ଗ ସମ୍ଭାଳିଲେ ଖୁରାନିଆ...

ରାଜ୍ୟକୁ ମିଳିଲା ନୂଆ ପୋଲିସ ମୁଖିଆ। ଯୋଗେଶ ବାହାଦୁର ଖୁରାନିଆ ହେଲେ ରାଜ୍ୟର ନୂଆ ପୂର୍ଣ୍ଣକାଳିନ ପୋଲିସ ଡିଜି । ଏନେଇ ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ ପରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି ଖୁରାନିଆ ।