ଓଡ଼ିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ମାମଲା : ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ୧୭।୧୨: ଓଡ଼ିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ମାମଲାର ଶୁଣାଣି ହୋଇଛି । ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସସୀମା କୋହଳ କରିବାକୁ ଆବେଦନ ହୋଇଥିଲା । ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ବିଜ୍ଞପ୍ତି । ୪୦୫ଟି ଡ୍ରାଇଭର ପଦ ପାଇଁ ଜାରି ହୋଇଥିଲା ବିଜ୍ଞପ୍ତି । ତେବେ ୦୧.୦୧.୨୪ ସୁଦ୍ଧା ସର୍ବାଧିକ ବୟସସୀମା ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା।You Can Read:ଭାଙ୍ଗିବ ତ ତାଙ୍କ ଦଳ ଭାଙ୍ଗିବ, ଏଥିରେ ଆମେ କ’ଣ କରିବୁ : ମନମୋହନ ସାମଲ

ଓଡ଼ିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ମାମଲା : ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ୧୭।୧୨: ଓଡ଼ିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ମାମଲାର ଶୁଣାଣି ହୋଇଛି । ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସସୀମା କୋହଳ କରିବାକୁ ଆବେଦନ ହୋଇଥିଲା । ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ବିଜ୍ଞପ୍ତି । ୪୦୫ଟି ଡ୍ରାଇଭର ପଦ ପାଇଁ ଜାରି ହୋଇଥିଲା ବିଜ୍ଞପ୍ତି । ତେବେ ୦୧.୦୧.୨୪ ସୁଦ୍ଧା ସର୍ବାଧିକ ବୟସସୀମା ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା।

You Can Read:

ଭାଙ୍ଗିବ ତ ତାଙ୍କ ଦଳ ଭାଙ୍ଗିବ, ଏଥିରେ ଆମେ କ’ଣ କରିବୁ : ମନମୋହନ ସାମଲ