ଓଡ଼ିଶା ହାଇକୋର୍ଟରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଆଜି ୯୨ଟି ମାମଲାର ସମାଧାନ, Lok adalat cuttack.

ଓଡ଼ିଶା ହାଇକୋର୍ଟରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଆଜି ୯୨ଟି ମାମଲାର ସମାଧାନ ହୋଇଥିଲାବେଳେ ଏ ବାବଦରେ ୭କୋଟି ୪୮ଲକ୍ଷ ୮୧ ହଜାର ଟଙ୍କା ଆଦାୟ ପାଇଁ ବିଭିନ୍ନ ପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । Lok adalat cuttack. #lokadalat