ଓଡ଼ିଶାରେ ଯୁବ IASଙ୍କ କଳା କାରନାମାକୁ ନେଇ ଦେଶବ୍ୟାପୀ ହଇଚଇ

ଲାଞ୍ଚ ତ ଲାଞ୍ଚ, ପୁଣି IAS ଅଫିସରଙ୍କ ଲାଞ୍ଚ। ଲକ୍ଷେ କି ଦୁଇ ଲକ୍ଷ ନୁହଁ, ସିଧା ୨୦ ଲକ୍ଷ ଡିଲ୍...ତା’ଭିତରୁ ୧୦ ଲକ୍ଷ ଆଡଭାନ୍ସ। ଏହି ଆଡ଼ଭାନ୍ସ ପାଇଁ ଏବେ IAS ବାବୁଙ୍କ ଖେଳ ଖତମ୍।

ଓଡ଼ିଶାରେ ଯୁବ IASଙ୍କ କଳା କାରନାମାକୁ ନେଇ ଦେଶବ୍ୟାପୀ ହଇଚଇ
Array