ଓଡିଏମ୍ରେ ଉତ୍କଳ ପ୍ରତିଭା ସମ୍ମାନ ୨୦୨୪ ଅନୁଷ୍ଠିତ, ୧୨ ପ୍ରତିଭା ସମ୍ବର୍ଦ୍ଧିତ
ଭୁବନେଶ୍ୱର ୦୨।୦୪ : ଓଡିଏମ୍ରେ ଉତ୍କଳ ପ୍ରତିଭା ସମ୍ମାନ ୨୦୨୪ ଅନୁଷ୍ଠିତ । ପବିତ୍ର ଉତ୍କଳ ଦିବସ ଅବସରେ ପଟିଆ ସ୍ଥିତ ଓଡିଏମ୍ ପବ୍ଲିକ ସ୍କୁଲ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ କଳା, ସାହିତ୍ୟଙ୍କ, ଭାଷା, ବିଜ୍ଞାନ, ନୃତ୍ୟ ଓ ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ଚିହ୍ନଟ କରି ଏକ ନିଆରା କାର୍ଯ୍ୟକ୍ରମ ମାଧ୍ୟମରେ ଭବ୍ୟ ସମାରୋହରେ ଉତ୍କଳ ପ୍ରତିଭା ସମ୍ମାନ-୨୦୨୪ରେ ସମ୍ମାନିତ କରାଯାଇଛି । ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତଙ୍କରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ମାନଙ୍କବର ଏ.ସୂର୍ଯନାରାୟଣ ନାଇଡୁ ମୁଖ୍ୟଙ୍କ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ବର୍ଦ୍ଧିତ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ମାନ୍ୟବର ବିଚାରପତି ଅରୁଣ କୁମାର ପରିଚ୍ଛା, ସମ୍ ହସ୍ପିଟାଲ୍ର ମୁଖଙ୍କ ଉପଦେଷ୍ଟା ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର, ଭୁବନେଶ୍ୱର କେୟାର ହସ୍ପିଟାଲ୍ର ନିର୍ଦ୍ଦେଶକ ଡ.ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ପାରା-ବ୍ୟାଡ୍ମିଣ୍ଟନ କ୍ରୀଡାବିତ୍ ପଦ୍ମଶ୍ରୀ ପ୍ରମୋଦ ଭଗତ୍, କିଟ୍ ସ୍କୁଲ୍ ଅଫ୍ ବାୟୋଟେକ୍ନୋଲଜି (ଗବେଷଣା ଏବଂ ପ୍ରଗତି)ର ସାଧାରଣ ନିର୍ଦ୍ଦେଶକ ପ୍ରଫେସର (ଡ.)ମୃତୁଙ୍କଞ୍ଜୟ ସୁଆର
ଭୁବନେଶ୍ୱର ୦୨।୦୪ : ଓଡିଏମ୍ରେ ଉତ୍କଳ ପ୍ରତିଭା ସମ୍ମାନ ୨୦୨୪ ଅନୁଷ୍ଠିତ । ପବିତ୍ର ଉତ୍କଳ ଦିବସ ଅବସରେ ପଟିଆ ସ୍ଥିତ ଓଡିଏମ୍ ପବ୍ଲିକ ସ୍କୁଲ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ କଳା, ସାହିତ୍ୟଙ୍କ, ଭାଷା, ବିଜ୍ଞାନ, ନୃତ୍ୟ ଓ ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ଚିହ୍ନଟ କରି ଏକ ନିଆରା କାର୍ଯ୍ୟକ୍ରମ ମାଧ୍ୟମରେ ଭବ୍ୟ ସମାରୋହରେ ଉତ୍କଳ ପ୍ରତିଭା ସମ୍ମାନ-୨୦୨୪ରେ ସମ୍ମାନିତ କରାଯାଇଛି ।

ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତଙ୍କରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ମାନଙ୍କବର ଏ.ସୂର୍ଯନାରାୟଣ ନାଇଡୁ ମୁଖ୍ୟଙ୍କ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ବର୍ଦ୍ଧିତ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ମାନ୍ୟବର ବିଚାରପତି ଅରୁଣ କୁମାର ପରିଚ୍ଛା, ସମ୍ ହସ୍ପିଟାଲ୍ର ମୁଖଙ୍କ ଉପଦେଷ୍ଟା ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର, ଭୁବନେଶ୍ୱର କେୟାର ହସ୍ପିଟାଲ୍ର ନିର୍ଦ୍ଦେଶକ ଡ.ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ପାରା-ବ୍ୟାଡ୍ମିଣ୍ଟନ କ୍ରୀଡାବିତ୍ ପଦ୍ମଶ୍ରୀ ପ୍ରମୋଦ ଭଗତ୍, କିଟ୍ ସ୍କୁଲ୍ ଅଫ୍ ବାୟୋଟେକ୍ନୋଲଜି (ଗବେଷଣା ଏବଂ ପ୍ରଗତି)ର ସାଧାରଣ ନିର୍ଦ୍ଦେଶକ ପ୍ରଫେସର (ଡ.)ମୃତୁଙ୍କଞ୍ଜୟ ସୁଆର, ସମ୍ ଅଲ୍ଟିମେଟ୍ ମେଡିକେୟାରର ମୁଖଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଶ୍ୱେତପଦ୍ମା ଦାଶ, ଶିକ୍ଷା ଓ ସଙ୍ଗୀତ ଜଗତର ପ୍ରଫେସର (ଡ.) ରଜନୀ ରଞ୍ଜନ ଦାସ, କେନାଲ୍ ମ୍ୟାନ -ପଦ୍ମଶ୍ରୀ ଦୈତାରୀ ନାୟକ, ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ରେ କର୍ପୋରେଟ୍ ଆଫାୟାର୍ସ, ସାଧାରଣ ପରିଚାଳକ ଶ୍ରୀ ପୁଲିନ୍ କୁମାର ସାହୁ ଓ ବାଲୁକାଶିଳ୍ପୀ ଶ୍ରୀ ମାନସ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ ı

ବିଦ୍ୟାଳୟର ବିତ୍ତ ଏବଂ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱୟନ ସତ୍ୟେନ୍ଦୁ ମୁଖଙ୍କ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ı ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ନାଇଡୁ ‘ଉତ୍କଳ ପ୍ରତିଭା ସମ୍ମାନ-୯୦୯୪’ ରେ ୧୯ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡିଏମ୍ର ଏପରି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ ı ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଜଣାଇ ଓଡିଶାର ବରପୁତ୍ର ମାନଙ୍କୁ ସମ୍ମାନିତ କରିବାରେ ଓଡିଏମ୍ ଯେଉଁ ପ୍ରୟାସ କରିଛି । ତାହା ଭବିଷ୍ୟତରେ ନିଶ୍ଚୟ ଯୁବପିଢିକୁ ପ୍ରୋତ୍ସାହିତ କରିବ ବୋଲି ଉପସ୍ଥିତ ଅତିଥିମାନେ ମତବଙ୍କକ୍ତ କରିଥିଲେı ଏହି ଅବସରରେ ଅଧ୍ୟକ୍ଷ ଡ. ମୀନକେତନ ତାଙ୍କ ଅନୁରୋଧ ରକ୍ଷା କରି ଅତିଥିମାନେ ତାଙ୍କ ଅମୂଲଙ୍କ ସମୟ ଦେଇ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାନ ଜଣାଇଥିଲେ ı ଉକ୍ରଳ ପ୍ରତିଭା ମାଧ୍ୟମରେ କିଭଳି ପ୍ରତିଭାଙ୍କୁ ଚିହ୍ନଟ କରିବା, ଉତ୍କଳ ପ୍ରତିଭା ଷ୍ଟୁଡିଓ ମାଧ୍ୟମରେ ସେମାନଙ୍କ ପ୍ରତିଭାକୁ ଲୋକଙ୍କ ପାଖରେ ପହଞ୍ଚାଇବା, ସାକ୍ଷାତକାର ମାଧ୍ୟମରେ ବର୍ଷ ଶେଷରେ ସେମାନଙ୍କ ପ୍ରତିଭାକୁ ସମ୍ମାନିତ କରିବା ଏହା ହିଁ ହେଉଛି ଉତ୍କଳ ପ୍ରତିଭା ପ୍ରତିଷ୍ଠାନର ପ୍ରୟାସ । ପୁନଶ୍ଚ ତାଙ୍କ ଅଭିଭାଷଣରେ ପ୍ରତ୍ୟେକଙ୍କ ଓଡିଶାବାସୀଙ୍କ ପାଇଁ ଏହି ଦିବସଟି ଏକ ସଂକଳ୍ପର ବର୍ଷ ହେଉ ଏବଂ ଓଡିଆମାନେ ନିଜର ଐତିହଙ୍କ ସଂସ୍କୃତି ଓ କୀର୍ତ୍ତିକୁ ମନେ ପକାଇ ଜୀବନରେ ନିଜକୁ ଓଡିଆ ବୋଲି ଗର୍ବ ଅନୁଭବ କରିବା ପାଇଁ କହିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ‘ଉକ୍ରଳ ପ୍ରତିଭା-୯୦୯୪’ ପତ୍ରିକାଟି ଉନ୍ମୋଚିତ ହୋଇଥିଲା ।