ଓଡିଶା ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଜାଣନ୍ତୁ କେଉଁ ଆସନରୁ ଲଢିବ କିଏ ?
କନକ ବ୍ୟୁରୋ : ଓଡିଶାର ଲୋକସଭା ଆସନଗୁଡିକ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବରଗଡ ପାଇଁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ ପାଇଁ ଜୁଏଲ ଓରାମ, ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, କେଉଁଝର ପାଇଁ ଅନନ୍ତ ନାୟକ, ମୟୁରଭଞ୍ଜ ପାଇଁ ନବ ଚରଣ ମାଝୀ, ବାଲେଶ୍ୱର ପାଇଁ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଭଦ୍ରକ ପାଇଁ ଅଭିମନ୍ୟୁ ସେଠୀ, ଢେଙ୍କାନାଳ ପାଇଁ ରୁଦ୍ରନାରାୟଣ ପାଣି, ବଲାଙ୍ଗୀର ପାଇଁ ସଂଗୀତା ସିଂଦେଓ, କଳାହାଣ୍ଡି ପାଇଁ ମାଳବିକା […] The post ଓଡିଶା ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଜାଣନ୍ତୁ କେଉଁ ଆସନରୁ ଲଢିବ କିଏ ? first appeared on Kanak News.

କନକ ବ୍ୟୁରୋ : ଓଡିଶାର ଲୋକସଭା ଆସନଗୁଡିକ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବରଗଡ ପାଇଁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ ପାଇଁ ଜୁଏଲ ଓରାମ, ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, କେଉଁଝର ପାଇଁ ଅନନ୍ତ ନାୟକ, ମୟୁରଭଞ୍ଜ ପାଇଁ ନବ ଚରଣ ମାଝୀ, ବାଲେଶ୍ୱର ପାଇଁ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଭଦ୍ରକ ପାଇଁ ଅଭିମନ୍ୟୁ ସେଠୀ, ଢେଙ୍କାନାଳ ପାଇଁ ରୁଦ୍ରନାରାୟଣ ପାଣି, ବଲାଙ୍ଗୀର ପାଇଁ ସଂଗୀତା ସିଂଦେଓ, କଳାହାଣ୍ଡି ପାଇଁ ମାଳବିକା କେଶୋରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡା ପାଇଁ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ପାଇଁ ବିଭୂପ୍ରସାଦ ତରାଇ, ପୁରୀ ପାଇଁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ଆସ୍କାରୁ ଅନିତା ଶୁଭଦର୍ଶନୀ, ବ୍ରହ୍ମପୁରରୁ ପ୍ରଦୀପ କୁମାର ପାଣିଗ୍ରାହୀ ଓ କୋରାପୁଟ ଆସନ ପାଇଁ କାଲେରାମ ମାଝୀଙ୍କୁ ବିଜେପି ପ୍ରାର୍ଥୀ କରିଛି ।
The post ଓଡିଶା ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଜାଣନ୍ତୁ କେଉଁ ଆସନରୁ ଲଢିବ କିଏ ? first appeared on Kanak News.