‘ଓଷ୍ଟା ଟେଷ୍ଟ ପେପର୍ସ’ ପ୍ରକାଶିତ, ଜୁନ୍ ୨୮ରୁ ବଜାରରେ ହେବ ଉପଲବ୍ଧ
କଟକ ୨୬/୦୬: ଆସନ୍ତା ୨୦୨୫ ମସିହା ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନୂତନ ମୂଲ୍ୟାୟନ ବ୍ୟବସ୍ଥା ଆଧାରରେ ଓଷ୍ଟାର କଟକ ନୟାସଡ଼କ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ‘‘ଓଷ୍ଟା ଟେଷ୍ଟ ପେପର୍ସ’’ ପ୍ରକାଶିତ ହୋଇଯାଇଛି । ଜୁନ ମାସ ୨୮ ତାରିଖ ଠାରୁ ଏହା ବଜାରରେ ଉପଲବ୍ଧ ହେବ । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଚଳିତ ବର୍ଷ ବୋର୍ଡ଼ର ନିର୍ଦ୍ଧାରିତ ପାଠ୍ୟଖସଡ଼ା ଅନୁଯାୟୀ ଏକ ଅଭିନବ ଉପାୟରେ ଉକ୍ତ ଟେଷ୍ଟ ପେପର୍ସକୁ ପ୍ରସ୍ତୁତ କରିଛି ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
କଟକ ୨୬/୦୬: ଆସନ୍ତା ୨୦୨୫ ମସିହା ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନୂତନ ମୂଲ୍ୟାୟନ ବ୍ୟବସ୍ଥା ଆଧାରରେ ଓଷ୍ଟାର କଟକ ନୟାସଡ଼କ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ‘‘ଓଷ୍ଟା ଟେଷ୍ଟ ପେପର୍ସ’’ ପ୍ରକାଶିତ ହୋଇଯାଇଛି ।
ଜୁନ ମାସ ୨୮ ତାରିଖ ଠାରୁ ଏହା ବଜାରରେ ଉପଲବ୍ଧ ହେବ । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଚଳିତ ବର୍ଷ ବୋର୍ଡ଼ର ନିର୍ଦ୍ଧାରିତ ପାଠ୍ୟଖସଡ଼ା ଅନୁଯାୟୀ ଏକ ଅଭିନବ ଉପାୟରେ ଉକ୍ତ ଟେଷ୍ଟ ପେପର୍ସକୁ ପ୍ରସ୍ତୁତ କରିଛି ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।