ଓଡ଼ିଶା: ଆଜିର ଫଟୋ ( ୧ ଜୁନ, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟଞ୍ଜଳି ଉତ୍ସବରେ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କଟକ ବାଙ୍କା ବଜ଼ାର ଅଂଚଳରେ ସାବିତ୍ରୀ ପୂଜା ଉପଲକ୍ଷେ ଚୁଡ଼ି ବ୍ୟବସାୟୀ ଲାଖରେ ପ୍ରସ୍ତୁତ କରିଥିବା ଚୁଡ଼ି ଗୁଡିକୁ ଜଣେ ମହିଳା ଦେଖୁଛନ୍ତି ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଉଦ୍ୟମରେ ପରିବେଷିତ ନାଟକ The post ଓଡ଼ିଶା: ଆଜିର ଫଟୋ ( ୧ ଜୁନ, ୨୦୨୪ ) appeared first on Dharitri Odia News.
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟଞ୍ଜଳି ଉତ୍ସବରେ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ
କଟକ ବାଙ୍କା ବଜ଼ାର ଅଂଚଳରେ ସାବିତ୍ରୀ ପୂଜା ଉପଲକ୍ଷେ ଚୁଡ଼ି ବ୍ୟବସାୟୀ ଲାଖରେ ପ୍ରସ୍ତୁତ କରିଥିବା ଚୁଡ଼ି ଗୁଡିକୁ ଜଣେ ମହିଳା ଦେଖୁଛନ୍ତି
ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଉଦ୍ୟମରେ ପରିବେଷିତ ନାଟକ
The post ଓଡ଼ିଶା: ଆଜିର ଫଟୋ ( ୧ ଜୁନ, ୨୦୨୪ ) appeared first on Dharitri Odia News.