ଓଡ଼ିଶା: ଆଜିର ଫଟୋ ( ୧୨ ନଭେମ୍ବର, ୨୦୨୪ )

 ଭୁବନେଶ୍ୱର ମାଉସୀମା ଛକରେ ଜଣେ ବେପାରୀ ଆଗକୁ କାର୍ତିକ ପୂର୍ଣ୍ଣିମା ଥିବାରୁ ସୋଲ ଡଙ୍ଗା ବିକ୍ରି ପାଇଁ ପ୍ରସ୍ତୁତି କରୁଛନ୍ତି     ଭୁବନେଶ୍ୱର ଭଞ୍ଜକଳା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉଦଯାପନୀ ଉପଲକ୍ଷେ ଚିତ୍ରକଳା ଶିବିରରେ ଚିତ୍ରକାରମାନେ ଚିତ୍ର କରୁଛନ୍ତି       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟ ଓ ସଂଗୀତ ମହୋତ୍ସବ, ‘ସ୍ତବକ’ The post ଓଡ଼ିଶା: ଆଜିର ଫଟୋ ( ୧୨ ନଭେମ୍ବର, ୨୦୨୪ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ୧୨ ନଭେମ୍ବର, ୨୦୨୪ )

 ଭୁବନେଶ୍ୱର ମାଉସୀମା ଛକରେ ଜଣେ ବେପାରୀ ଆଗକୁ କାର୍ତିକ ପୂର୍ଣ୍ଣିମା ଥିବାରୁ ସୋଲ ଡଙ୍ଗା ବିକ୍ରି ପାଇଁ ପ୍ରସ୍ତୁତି କରୁଛନ୍ତି

 

 

ଭୁବନେଶ୍ୱର ଭଞ୍ଜକଳା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉଦଯାପନୀ ଉପଲକ୍ଷେ ଚିତ୍ରକଳା ଶିବିରରେ ଚିତ୍ରକାରମାନେ ଚିତ୍ର କରୁଛନ୍ତି

 

 

  ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟ ଓ ସଂଗୀତ ମହୋତ୍ସବ, ‘ସ୍ତବକ’

The post ଓଡ଼ିଶା: ଆଜିର ଫଟୋ ( ୧୨ ନଭେମ୍ବର, ୨୦୨୪ ) appeared first on Dharitri Odia News.