ଓଡ଼ିଶା: ଆଜିର ଫଟୋ ( ୧୭ ଅଗଷ୍ଟ, ୨୦୨୪)
ମହାପ୍ରଭୁଙ୍କ ହାତରେ ଆସନ୍ତା ରାକ୍ଷୀପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବା ପାଇଁ ପାଟରା ସେବକ ତିନୋଟି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ପଶ୍ଚିମବଙ୍ଗରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିଭିନ୍ନ ମେଡିକାଲ କଲେଜର ଡାକ୍ତରମାନଙ୍କ ପ୍ରତିବାଦ ଶ୍ରୀମନ୍ଦିର ସମ୍ମୁଖରେ ଭାସୁଛି ପେଜନଳାରୁ ବାହାରୁଥିବା ବର୍ଜ୍ୟ ଜଳ The post ଓଡ଼ିଶା: ଆଜିର ଫଟୋ ( ୧୭ ଅଗଷ୍ଟ, ୨୦୨୪) appeared first on Dharitri Odia News.
ମହାପ୍ରଭୁଙ୍କ ହାତରେ ଆସନ୍ତା ରାକ୍ଷୀପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବା ପାଇଁ ପାଟରା ସେବକ ତିନୋଟି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି
ପଶ୍ଚିମବଙ୍ଗରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିଭିନ୍ନ ମେଡିକାଲ କଲେଜର ଡାକ୍ତରମାନଙ୍କ ପ୍ରତିବାଦ
ଶ୍ରୀମନ୍ଦିର ସମ୍ମୁଖରେ ଭାସୁଛି ପେଜନଳାରୁ ବାହାରୁଥିବା ବର୍ଜ୍ୟ ଜଳ
The post ଓଡ଼ିଶା: ଆଜିର ଫଟୋ ( ୧୭ ଅଗଷ୍ଟ, ୨୦୨୪) appeared first on Dharitri Odia News.