ଓଡ଼ିଶା: ଆଜିର ଫଟୋ ( ୨୪ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ନାଟ୍ୟ ସଂଘ ଦ୍ୱାରା ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବରେ ନାଟକ ପରିବେଷଣ     ସୂଚନା ଭବନରେ ହିନ୍ଦୁସ୍ତାନୀ ସଂଗୀତ ପର୍ବ, ‘ମହ୍ଲାର ଉତ୍ସବ’     କଟକ ଦୀଵାନ ବଜାର ତନ୍ତୀ ସାହି ଅଂଚଳରେ, ଶ୍ରୀ ଶ୍ରୀ ଶୋଳପୁଅ ମା ଘଟ ବିସର୍ଜନ ଅବସରରେ ମହିଳାମାନେ ଘଟ ନେଇ ପୂଜା ସ୍ଥଳକୁ ଶୋଭାଯାତ୍ରାରେ ଯାଉଛନ୍ତି The post ଓଡ଼ିଶା: ଆଜିର ଫଟୋ ( ୨୪ ସେପ୍ଟେମ୍ବର, ୨୦୨୪ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ୨୪ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ନାଟ୍ୟ ସଂଘ ଦ୍ୱାରା ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବରେ ନାଟକ ପରିବେଷଣ

 

 

ସୂଚନା ଭବନରେ ହିନ୍ଦୁସ୍ତାନୀ ସଂଗୀତ ପର୍ବ, ‘ମହ୍ଲାର ଉତ୍ସବ’

 

 

କଟକ ଦୀଵାନ ବଜାର ତନ୍ତୀ ସାହି ଅଂଚଳରେ, ଶ୍ରୀ ଶ୍ରୀ ଶୋଳପୁଅ ମା ଘଟ ବିସର୍ଜନ ଅବସରରେ ମହିଳାମାନେ ଘଟ ନେଇ ପୂଜା ସ୍ଥଳକୁ ଶୋଭାଯାତ୍ରାରେ ଯାଉଛନ୍ତି

The post ଓଡ଼ିଶା: ଆଜିର ଫଟୋ ( ୨୪ ସେପ୍ଟେମ୍ବର, ୨୦୨୪ ) appeared first on Dharitri Odia News.