ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି...ଜାଣନ୍ତୁ କେତେବେଳେ କେଉଁଠି ଭୋଟ୍

ଗାଁ ଗହଳି, ସହର ବଜାର ସବୁଠି ଏବେ ଗୋଟିଏ ଚର୍ଚ୍ଚା...। ଆସିଯାଇଛି ନିର୍ବାଚନ...ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । କାହା ହାତକୁ ଯିବ ଶାସନ ଭାର...କିଏ ହେବେ ଆପଣଙ୍କ ସୁଖ ଦୁଃଖର ସାଥୀ। ଓଡ଼ିଶାରେ କେବେ ଆଉ କେଉଁଠି ହେଉଛି ନିର୍ବାଚନ। ଆପଣଙ୍କ ଅଞ୍ଚଳରେ କେବେ ହେଉଛି ଭୋଟ୍। ଏସବୁର ଟିକିନିଖି ଖବର ଜାଣିବାକୁ ପଢ଼ନ୍ତୁ...

ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି...ଜାଣନ୍ତୁ କେତେବେଳେ କେଉଁଠି ଭୋଟ୍

ଆସିଯାଇଛି ସାଧାରଣ ନିର୍ବାଚନ ୨୦୨୪। ଓଡ଼ିଶାର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେଉଛି ୪ ପର୍ଯ୍ୟାୟରେ ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ମେ ୧୩, ଦ୍ୱିତୀୟ ପର୍ଯ୍ୟାୟ ମେ ୨୦, ତୃତୀୟ ପର୍ଯ୍ୟାୟ ମେ ୨୫ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି ଜୁନ୍ ୧ ରେ । ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ଅର୍ଥାତ୍ ଭୋଟ୍ ଗଣତି ତାରିଖ ହେଉଛି ଜୁନ୍ ୪ ।

ଏବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ...ଆପଣଙ୍କ ଗାଁ, ଆପଣଙ୍କ ସହରରେ କେବେ ହେଉଛି ଭୋଟ୍। ଜମା ବି ଚିନ୍ତା କରନ୍ତୁନି। ଆମେ ଜଣାଇବୁ ଏସବୁର ଟିକିନିଖି ଖବର ଆଉ ଆପଣ ଦେବେ ଆପଣଙ୍କ ମୂଲ୍ୟବାନ ଭୋଟ୍।

ଓଡ଼ିଶା ନିର୍ବାଚନ-୨୦୨୪ ଟିକିନିଖି ବିବରଣୀ

Events Dates Days
ନାମାଙ୍କନ ଦାଖଲ ଶେଷ ତାରିଖ (ପ୍ରଥମ ପର୍ଯ୍ୟାୟ) ୨୫-୦୪-୨୦୨୪ ଗୁରୁବାର
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ(ପ୍ରଥମ ପର୍ଯ୍ୟାୟ) ୨୯-୦୪-୨୦୨୪ ସୋମବାର
ଭୋଟ ଗ୍ରହଣ ତାରିଖ(ପ୍ରଥମ ପର୍ଯ୍ୟାୟ) ୧୩-୦୫-୨୦୨୪ ସୋମବାର
ନାମାଙ୍କନ ଦାଖଲ ଶେଷ ତାରିଖ (ଦ୍ୱିତୀୟପର୍ଯ୍ୟାୟ) ୦୩-୦୫-୨୦୨୪ ଶୁକ୍ରବାର
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ (ଦ୍ୱିତୀୟ ପର୍ଯ୍ୟାୟ) ୦୬-୦୫-୨୦୨୪ ସୋମବାର
ନିର୍ବାଚନ ଭୋଟ ଗ୍ରହଣ ତାରିଖ (ଦ୍ୱିତୀୟ ପର୍ଯ୍ୟାୟ) ୨୦-୦୫-୨୦୨୪ ସୋମବାର
ନାମାଙ୍କନ ଦାଖଲ ଶେଷ ତାରିଖ(ତୃତୀୟ ପର୍ଯ୍ୟାୟ) ୦୬-୦୫-୨୦୨୪ ସୋମବାର
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ (ତୃତୀୟ ପର୍ଯ୍ୟାୟ) ୦୯-୦୫-୨୦୨୪ ଗୁରୁବାର
ନିର୍ବାଚନ ଭୋଟ ଗ୍ରହଣ ତାରିଖ (ତୃତୀୟ ପର୍ଯ୍ୟାୟ) ୨୫-୦୫-୨୦୨୪ ଶନିବାର
ନାମାଙ୍କନ ଦାଖଲ ଶେଷ ତାରିଖ (ଚତୁର୍ଥ ପର୍ଯ୍ୟାୟ) ୧୪-୦୫-୨୦୨୪ ମଙ୍ଗଳବାର
ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ (ଚତୁର୍ଥ ପର୍ଯ୍ୟାୟ) ୧୭-୦୫-୨୦୨୪ ଶୁକ୍ରବାର
ନିର୍ବାଚନ ଭୋଟ ଗ୍ରହଣ ତାରିଖ (ଚତୁର୍ଥ ପର୍ଯ୍ୟାୟ) ୦୧-୦୬-୨୦୨୪ ଶନିବାର
ଭୋଟ ଗଣତି ତାରିଖ ୦୪-୦୬-୨୦୨୪ ମଙ୍ଗଳବାର

 

କେତେବେଳେ କେଉଁ ପର୍ଯ୍ୟାୟ

Phase Constituency Dates
୧ ନୂଆପଡ଼ା ମେ’ ୧୩, ୨୦୨୪
୧ ଖଡ଼ିଆଳ ମେ’ ୧୩, ୨୦୨୪
୧ ଉମରକୋଟ ମେ’ ୧୩, ୨୦୨୪
୧ ଝରିଗାଁ ମେ’ ୧୩, ୨୦୨୪
୧ ନବରଙ୍ଗପୁର ମେ’ ୧୩, ୨୦୨୪
୧ ଡାବୁଗାଁ ମେ’ ୧୩, ୨୦୨୪
୧ ଲଞ୍ଜିଗଡ଼ ମେ’ ୧୩, ୨୦୨୪
୧ ଜୁନାଗଡ଼ ମେ’ ୧୩, ୨୦୨୪
୧ ଧର୍ମଗଡ଼ ମେ’ ୧୩, ୨୦୨୪
୧ ଭବାନୀପାଟଣା ମେ’ ୧୩, ୨୦୨୪
୧ ନର୍ଲା ମେ’ ୧୩, ୨୦୨୪
୧ ଛତ୍ରପୁର ମେ’ ୧୩, ୨୦୨୪
୧ ଗୋପାଳପୁର ମେ’ ୧୩, ୨୦୨୪
୧ ବ୍ରହ୍ମପୁର ମେ’ ୧୩, ୨୦୨୪
୧ ଦିଗପହଣ୍ଡି ମେ’ ୧୩, ୨୦୨୪
୧ ଚିକିଟି ମେ’ ୧୩, ୨୦୨୪
୧ ମୋହନା ମେ’ ୧୩, ୨୦୨୪
୧ ପାରଳାଖେମୁଣ୍ଡି ମେ’ ୧୩, ୨୦୨୪
୧ ଗୁଣୁପୁର ମେ’ ୧୩, ୨୦୨୪
୧ ବିଷମ କଟକ ମେ’ ୧୩, ୨୦୨୪
୧ ରାୟଗଡା ମେ’ ୧୩, ୨୦୨୪
୧ ଲକ୍ଷ୍ମୀପୁର ମେ’ ୧୩, ୨୦୨୪
୧ କୋଟପାଡ଼ ମେ’ ୧୩, ୨୦୨୪
୧ ଜୟପୁର ମେ’ ୧୩, ୨୦୨୪
୧ କୋରାପୁଟ ମେ’ ୧୩, ୨୦୨୪
୧ ପଟ୍ଟାଙ୍ଗି ମେ’ ୧୩, ୨୦୨୪
୧ ମାଲକାନଗିରି ମେ’ ୧୩, ୨୦୨୪
୧ ଚିତ୍ରକୋଣ୍ଡା ମେ’ ୧୩, ୨୦୨୪
୧ ବାଲିଗୁଡା ମେ’ ୧୩, ୨୦୨୪
୨ ପଦ୍ମପୁର ମେ’୨୦, ୨୦୨୪
୨ ବିଜେପୁର ମେ’୨୦, ୨୦୨୪
୨ ବରଗଡ଼ ମେ’୨୦, ୨୦୨୪
୨ ଅତାବିରା ମେ’୨୦, ୨୦୨୪
୨ ଭଟଲି ମେ’୨୦, ୨୦୨୪
୨ ବ୍ରଜରାଜନଗର ମେ’ ୨୦, ୨୦୨୪
୨ ଝାରସୁଗୁଡ଼ା ମେ’ ୨୦, ୨୦୨୪
୨ ତଳସରା ମେ’ ୨୦, ୨୦୨୪
୨ ସୁନ୍ଦରଗଡ଼ ମେ’ ୨୦, ୨୦୨୪
୨ ବୀରମିତ୍ରପୁର ମେ’ ୨୦, ୨୦୨୪
୨ ରଘୁନାଥପାଲୀ ମେ’ ୨୦, ୨୦୨୪
୨ ରାଉରକେଲା ମେ’ ୨୦, ୨୦୨୪
୨ ରାଜଗାଙ୍ଗପୁର ମେ’୨୦, ୨୦୨୪
୨ ବଣାଇ ମେ’ ୨୦, ୨୦୨୪
୨ ବୀରମହାରାଜପୁର ମେ’ ୨୦, ୨୦୨୪
୨ ସୋନପୁର ମେ’ ୨୦, ୨୦୨୪
୨ ଲୋହିସିଂହା ମେ’ ୨୦, ୨୦୨୪
୨ ପାଟଣାଗଡ଼ ମେ’ ୨୦, ୨୦୨୪
୨ ବଲାଙ୍ଗିର ମେ’ ୨୦, ୨୦୨୪
୨ ଟିଟିଲାଗଡ଼ ମେ’ ୨୦, ୨୦୨୪
୨ କଣ୍ଚାବାଞ୍ଜି ମେ’ ୨୦, ୨୦୨୪
୨ ବାଲିଗୁଡ଼ା ମେ’ ୨୦, ୨୦୨୪
୨ ଜି.ଉଦୟଗିରି ମେ’ ୨୦, ୨୦୨୪
୨ ଫୁଲବାଣୀ ମେ’ ୨୦, ୨୦୨୪
୨ କଣ୍ଟାମାଳ ମେ’ ୨୦, ୨୦୨୪
୨ ବୌଦ୍ଧ ମେ’ ୨୦, ୨୦୨୪
୨ ଦଶପଲ୍ଲା ମେ’ ୨୦, ୨୦୨୪
୨ ବ୍ରଜରାଜନଗର ମେ’ ୨୦, ୨୦୨୪
୨ ପୋଲସରା ମେ’ ୨୦, ୨୦୨୪
୨ କବିସୂର୍ଯ୍ୟନଗର ମେ’ ୨୦, ୨୦୨୪
୨ ଖଲ୍ଲିକୋଟ ମେ’ ୨୦, ୨୦୨୪
୨ ଆସ୍କା ମେ’ ୨୦, ୨୦୨୪
୨ ସୋରଡ଼ା ମେ’ ୨୦, ୨୦୨୪
୨ ସାନଖେମୁଣ୍ତି ମେ’ ୨୦, ୨୦୨୪
୨ ହିଞ୍ଜିଳି ମେ’ ୨୦, ୨୦୨୪
୩ କୁଚିଣ୍ତା ମେ’ ୨୫, ୨୦୨୪
୩ ରେଙ୍ଗାଲି ମେ’ ୨୫, ୨୦୨୪
୩ ସମ୍ବଲପୁର ମେ’ ୨୫, ୨୦୨୪
୩ ରେଢ଼ାଖୋଲ ମେ’ ୨୫, ୨୦୨୪
୩ ଦେଓଗଡ଼ ମେ’ ୨୫, ୨୦୨୪
୩ ତେଲକୋଇ ମେ’ ୨୫, ୨୦୨୪
୩ ଘଷିପୁରା ମେ’ ୨୫, ୨୦୨୪
୩ ଆନନ୍ଦପୁର ମେ’ ୨୫, ୨୦୨୪
୩ ପାଟଣା ମେ’ ୨୫, ୨୦୨୪
୩ କେଉଁଝର ମେ’ ୨୫, ୨୦୨୪
୩ ଚମ୍ପୁଆ ମେ’ ୨୫, ୨୦୨୪
୩ କରଞ୍ଜିଆ ମେ’ ୨୫, ୨୦୨୪
୩ ଢେଙ୍କାନାଳ ମେ’ ୨୫, ୨୦୨୪
୩ ହିନ୍ଦୋଳ ମେ’ ୨୫, ୨୦୨୪
୩ କାମାକ୍ଷାନଗର ମେ’ ୨୫, ୨୦୨୪
୩ ପରଜଙ୍ଗ ମେ’ ୨୫, ୨୦୨୪
୩ ପାଲ୍‌ଲହଡ଼ା ମେ’ ୨୫, ୨୦୨୪
୩ ତାଳଚେର ମେ’ ୨୫, ୨୦୨୪
୩ ଅନୁଗୁଳ ମେ’ ୨୫, ୨୦୨୪
୩ ଛେଣ୍ତିପଦା ମେ’ ୨୫, ୨୦୨୪
୩ ଆଠମଲ୍ଲିକ ମେ’ ୨୫, ୨୦୨୪
୩ ବଡ଼ମ୍ବା ମେ’ ୨୫, ୨୦୨୪
୩ ବାଙ୍କୀ ମେ’ ୨୫, ୨୦୨୪
୩ ଆଠଗଡ଼ ମେ’ ୨୫, ୨୦୨୪
୩ ବାରବାଟୀ-କଟକ ମେ’ ୨୫, ୨୦୨୪
୩ ଚୌଦ୍ୱାର-କଟକ ମେ’ ୨୫, ୨୦୨୪
୩ କଟକ ସଦର ମେ’ ୨୫, ୨୦୨୪
୩ ପୁରୀ ମେ’ ୨୫, ୨୦୨୪
୩ ବ୍ରହ୍ମଗିରି ମେ’ ୨୫, ୨୦୨୪
୩ ସତ୍ୟବାଦୀ ମେ’ ୨୫, ୨୦୨୪
୩ ପିପିଲି ମେ’ ୨୫, ୨୦୨୪
୩ ଜୟଦେବ ମେ’ ୨୫, ୨୦୨୪
୩ ଭୁବନେଶ୍ୱର-ମଧ୍ୟ ମେ’ ୨୫, ୨୦୨୪
୩ ଭୁବନେଶ୍ୱର-ଉତ୍ତର ମେ’ ୨୫, ୨୦୨୪
୩ ଭୁବନେଶ୍ୱର-ଏକାମ୍ର ମେ’ ୨୫, ୨୦୨୪
୩ ବେଗୁନିଆ ମେ’ ୨୫, ୨୦୨୪
୩ ଜଟଣୀ ମେ’ ୨୫, ୨୦୨୪
୩ ଖୋର୍ଦ୍ଧା ମେ’ ୨୫, ୨୦୨୪
୩ ଚିଲିକା ମେ’ ୨୫, ୨୦୨୪
୩ ରଣପୁର ମେ’ ୨୫, ୨୦୨୪
୩ ଖଣ୍ତପଡ଼ା ମେ’ ୨୫, ୨୦୨୪
୩ ନୟାଗଡ଼ ମେ’ ୨୫, ୨୦୨୪
୪ ଯସିପୁର ଜୁନ୍ ୧, ୨୦୨୪
୪ ସାରସକଣା ଜୁନ୍ ୧, ୨୦୨୪
୪ ରାଇରଙ୍ଗପୁର ଜୁନ୍ ୧, ୨୦୨୪
୪ ବାଙ୍ଗିରିପୋଷି ଜୁନ୍ ୧, ୨୦୨୪
୪ ଉଦଳା ଜୁନ୍ ୧, ୨୦୨୪
୪ ବଡ଼ସାହି ଜୁନ୍ ୧, ୨୦୨୪
୪ ବାରିପଦା ଜୁନ୍ ୧, ୨୦୨୪
୪ ମୋରଡ଼ା ଜୁନ୍ ୧, ୨୦୨୪
୪ ଜଳେଶ୍ୱର ଜୁନ୍ ୧, ୨୦୨୪
୪ ଭୋଗରାଇ ଜୁନ୍ ୧, ୨୦୨୪
୪ ବସ୍ତା ଜୁନ୍ ୧, ୨୦୨୪
୪ ବାଲେଶ୍ୱର ଜୁନ୍ ୧, ୨୦୨୪
୪ ରେମୁଣା ଜୁନ୍ ୧, ୨୦୨୪
୪ ନୀଳଗିରି ଜୁନ୍ ୧, ୨୦୨୪
୪ ସୋର ଜୁନ୍ ୧, ୨୦୨୪
୪ ସିମୁଳିଆ ଜୁନ୍ ୧, ୨୦୨୪
୪ ଭଣ୍ତାରୀପୋଖରୀ ଜୁନ୍ ୧, ୨୦୨୪
୪ ଭଦ୍ରକ ଜୁନ୍ ୧, ୨୦୨୪
୪ ବାସୁଦେବପୁର ଜୁନ୍ ୧, ୨୦୨୪
୪ ଧାମନଗର ଜୁନ୍ ୧, ୨୦୨୪
୪ ଚାନ୍ଦବାଲି ଜୁନ୍ ୧, ୨୦୨୪
୪ ବିଞ୍ଝାରପୁର ଜୁନ୍ ୧, ୨୦୨୪
୪ ବରୀ ଜୁନ୍ ୧, ୨୦୨୪
୪ ବଡ଼ଚଣା ଜୁନ୍ ୧, ୨୦୨୪
୪ ଧର୍ମଶାଳା ଜୁନ୍ ୧, ୨୦୨୪
୪ ଯାଜପୁର ଜୁନ୍ ୧, ୨୦୨୪
୪ କୋରେଇ ଜୁନ୍ ୧, ୨୦୨୪
୪ ସୁକିନ୍ଦା ଜୁନ୍ ୧, ୨୦୨୪
୪ ନିଆଳି ଜୁନ୍ ୧, ୨୦୨୪
୪ ସାଲେପୁର ଜୁନ୍ ୧, ୨୦୨୪
୪ ମାହାଙ୍ଗା ଜୁନ୍ ୧, ୨୦୨୪
୪ ପାଟକୁରା ଜୁନ୍ ୧, ୨୦୨୪
୪ କେନ୍ଦ୍ରାପଡ଼ା ଜୁନ୍ ୧, ୨୦୨୪
୪ ଆଳି ଜୁନ୍ ୧, ୨୦୨୪
୪ ରାଜନଗର ଜୁନ୍ ୧, ୨୦୨୪
୪ ମହାକାଳପଡ଼ା ଜୁନ୍ ୧, ୨୦୨୪
୪ ପାରାଦୀପ ଜୁନ୍ ୧, ୨୦୨୪
୪ ତିର୍ତ୍ତୋଲ ଜୁନ୍ ୧, ୨୦୨୪
୪ ବାଲିକୁଦା-ଏରସମା ଜୁନ୍ ୧, ୨୦୨୪
୪ ଜଗତସିଂହପୁର ଜୁନ୍ ୧, ୨୦୨୪
୪ କାକଟପୁର ଜୁନ୍ ୧, ୨୦୨୪
୪ ନିମାପଡ଼ା ଜୁନ୍ ୧, ୨୦୨୪