ଓଡ଼ିଶାକୁ ଭୟ, ଆସୁଛି ବାତ୍ୟା !

ଓଡ଼ିଶାକୁ ପୁଣି ବାତ୍ୟା ଭୟ ! ଆସୁଛି କି ଆଉ ଏକ ବାତ୍ୟା ? ୨୪ରୁ ୨୬ ତାରିଖ ମଧ୍ୟରେ ଛୁଇଁବ ସ୍ଥଳଭାଗ ! ଓଡ଼ିଆକୁ ସବୁବେଳେ ବାତ୍ୟା ଭୟ ରହିଥାଏ । ପୁଣି ୨୦୨୫ରେ ବାତ୍ୟା ହେବାକୁ ନେଇ ସମ୍ଭାବନା ସୃଷ୍ଟି ହେଲାଣି ।

ଓଡ଼ିଶାକୁ ଭୟ, ଆସୁଛି ବାତ୍ୟା !
Array