ଓୟୋ ହୋଟେଲରେ ଯୁବତୀ ମୃତ୍ୟୁ ସସପେନ୍ସ

ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳର ଏକ ଓୟୋ ହୋଟେଲ ଛାତରୁ ଖସି ଯୁବତୀଙ୍କ ମୃତ୍ୟୁକୁ ନେଇ ସସପେନ୍ସ । ସନ୍ଦେହରେ ପୁରୁଷ ବନ୍ଧୁ। ପରିବାର ଲୋକ ଝିଅକୁ ଛାତରୁ ଠେଲି ମାରି ଦିଆଯାଇଥିବାର ଅଭିଯୋଗ ଆଣିବା ପରେ ପୋଲିସ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ତନାଘନା କରୁଛି । ହେଲେ ଏବେ ଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ କରିନି ପୋଲିସ୍ ।

ଓୟୋ ହୋଟେଲରେ ଯୁବତୀ ମୃତ୍ୟୁ ସସପେନ୍ସ
Array