କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବରିଷ୍ଠ କର୍ମୀ

ଜମନକିରା : ସମ୍ବଲପୁର ଜିଲ୍ଲା ରେ କିଛିଦିନ ଆଗରୁ କଂଗ୍ରେସ ଦଳର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ଦଳରୁ ଇସ୍ତଫା ଦେଇ ବିଜେଡି ରେ ଯୋଗ ଦେବା ସହିତ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ଟିକେଟ ପାଇଥିବା ବେଳେ ଆଜି ପୁଣି ଜଣେ ଜମନକିରା କଂଗ୍ରେସ ଦଳର ଆଗ ଧାଡ଼ିର ନେତା ଗୋକୁଳାନନ୍ଦ ଦାନୀ ନିଜର ଇସ୍ତଫା ପତ୍ର କଂଗ୍ରେସ ରାଜ୍ୟ ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏପରି ସ୍ଥଳେ କଂଗ୍ରେସ […] The post କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବରିଷ୍ଠ କର୍ମୀ appeared first on Odisha.News.

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବରିଷ୍ଠ କର୍ମୀ

ଜମନକିରା : ସମ୍ବଲପୁର ଜିଲ୍ଲା ରେ କିଛିଦିନ ଆଗରୁ କଂଗ୍ରେସ ଦଳର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ଦଳରୁ ଇସ୍ତଫା ଦେଇ ବିଜେଡି ରେ ଯୋଗ ଦେବା ସହିତ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ଟିକେଟ ପାଇଥିବା ବେଳେ ଆଜି ପୁଣି ଜଣେ ଜମନକିରା କଂଗ୍ରେସ ଦଳର ଆଗ ଧାଡ଼ିର ନେତା ଗୋକୁଳାନନ୍ଦ ଦାନୀ ନିଜର ଇସ୍ତଫା ପତ୍ର କଂଗ୍ରେସ ରାଜ୍ୟ ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏପରି ସ୍ଥଳେ କଂଗ୍ରେସ ଦଳକୁ ଗୋଟିଏ ପରେ ଗୋଟିଏ ଶକ୍ତ ଝଟକା ଲାଗୁଛି ବୋଲି ବୁଦ୍ଧଜୀବୀମହଲ ରେ ଚର୍ଚା ଚାଲିଛି। ହେଲେ ଶ୍ରୀ ଦାନୀ କେଉଁ ଦଳରେ ଯୋଗ ଦେବେ ଅଦ୍ୟାବଧି ଜଣାପଡି ନଥିବା ବେଳେ ଭାଜପା ଦଳରେ ଯୋଗ ଦେଇ ପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳୁଛି।

The post କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବରିଷ୍ଠ କର୍ମୀ appeared first on Odisha.News.