କଂଗ୍ରେସର ଓଡ଼ିଶା ବନ୍ଦ ଡାକରାରେ ଦାରିଙ୍ଗବାଡ଼ି ଠପ୍
ଦାରିଙ୍ଗବାଡ଼ି,୧୭ା୭(ଅରୁଣ ସାହୁ): ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ନ୍ୟାୟ ନମିଳିବା ଓ ସେ ନ୍ୟାୟ ଦାବି କରି ନିରାଶ ହେବା ପରେ ମହାବିଦ୍ୟାଳୟ ପରିସର ମଧ୍ୟରେ ଆତ୍ମାହୁତି ଦେବା ଘଟଣାରେ ସାରା ରାଜ୍ୟକୁ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ଶାଖା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦେଖିବାକୁ ମିକିଛି। ବସ୍ ଚଳାଚଳ ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ […] The post କଂଗ୍ରେସର ଓଡ଼ିଶା ବନ୍ଦ ଡାକରାରେ ଦାରିଙ୍ଗବାଡ଼ି ଠପ୍ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୭ା୭(ଅରୁଣ ସାହୁ): ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ନ୍ୟାୟ ନମିଳିବା ଓ ସେ ନ୍ୟାୟ ଦାବି କରି ନିରାଶ ହେବା ପରେ ମହାବିଦ୍ୟାଳୟ ପରିସର ମଧ୍ୟରେ ଆତ୍ମାହୁତି ଦେବା ଘଟଣାରେ ସାରା ରାଜ୍ୟକୁ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ଶାଖା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦେଖିବାକୁ ମିକିଛି। ବସ୍ ଚଳାଚଳ ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଖୋଲା ରହିଛି। ଦାରିଙ୍ଗବାଡ଼ି କଂଗ୍ରେସ କମିଟି ସମସ୍ତ ସରକାରୀ କାର୍ଯ୍ୟାଳୟ ବୁଲି ବନ୍ଦ କରିବାକୁ ପିକେଟିଂ କରୁଥିବା ଜଣାପଡ଼ିଛି। ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଫୁଲବାଣୀ, ଗଜପତି ଆଦି ଅଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ବହୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।
The post କଂଗ୍ରେସର ଓଡ଼ିଶା ବନ୍ଦ ଡାକରାରେ ଦାରିଙ୍ଗବାଡ଼ି ଠପ୍ appeared first on Dharitri Odia News.