କଂଗ୍ରେସର ଧମକ, ପାନେ ପାଇବେ ରଶ୍ମୀକା

କଂଗ୍ରେସ ନେତା ଶମା ମହମ୍ମଦଙ୍କ ରୋହିତ ଶର୍ମାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ମାମଲା ଥଣ୍ଡା ନପଡୁଣୁ ଆଉ ଜଣେ କଂଗ୍ରେସ ବିଧାୟକ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଉପରେ ଟିପ୍ପଣୀ କରି ଫସିଛନ୍ତି।

କଂଗ୍ରେସର ଧମକ, ପାନେ ପାଇବେ ରଶ୍ମୀକା
Array