କଂଗ୍ରେସରୁ ଛିଡା ହେବାର ନାହିଁ, କେଉଁ ଦଳକୁ ଯିବି ନିଷ୍ପତ୍ତି ନେଇସାରିଛି : ମନ୍ମଥ ରାଉତରାୟ
ଭୁବନେଶ୍ବର ୨।୧: ଚାକିରିରୁ ଅବସର ପରେ ରାଜନୀତିରେ ଯୋଗଦେବା ନେଇ ମନ୍ତବ୍ୟ ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ସେ କହିଛନ୍ତି, କଂଗ୍ରେସରୁ ଛିଡା ହେବାର ନାହିଁ । ଆଗାମୀ ଦିନରେ ଓଡ଼ିଶାରେ ଲଢେଇ ହେ । ମୁଁ କେଉଁ ଦଳକୁ ଯିବି ନିଷ୍ପତ୍ତି ନେଇସାରିଛି । ଖୁବ୍ଶୀଘ୍ର ବାପା ଘୋଷଣା କରିବେ । ତିନୋଟି ରାଜ୍ୟରେ ବିଜୟ ସହ ଲଢେଇ ମୁଡ଼ରେ ବିଜେପି । କଥାରେ କଥାରେ ବିଜେପିର ପ୍ରଶଂସା କଲେ ମନ୍ମଥ । ଧର୍ମେନ୍ଦ୍ର ଓ ନବୀନ ଭଲ ଲାଗନ୍ତି ବୋଲି ସେ କହିଛନ୍ତି । ସେପଟେ ସାନ ପୁଅଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, ମୋର ଦୁଇ ପୁଅ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତ । କେଉଁ ଦଳରୁ ଲଢ଼ିବେ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ସୁର । ସମୟ ଅନୁସାରେ ନିଷ୍ପତ୍ତି ନେବୁ ବୋଲି ସୁର କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ସାନ ପୁଅ ଭେଟିଲା ପରେ ଏ ପ୍ରସଙ୍ଗକୁ ଏଡାଇ ଗଲେ ସୁର । ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । You Can Read : https://www.prameyanews7.com/another-elephant-found-dead-in-kuldiha-sanctuary/ The post କଂଗ୍ରେସରୁ ଛିଡା ହେବାର ନାହିଁ, କେଉଁ ଦଳକୁ ଯିବି ନିଷ୍ପତ୍ତି ନେଇସାରିଛି : ମନ୍ମଥ ରାଉତରାୟ appeared first on Pramey
ଭୁବନେଶ୍ବର ୨।୧: ଚାକିରିରୁ ଅବସର ପରେ ରାଜନୀତିରେ ଯୋଗଦେବା ନେଇ ମନ୍ତବ୍ୟ ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ସେ କହିଛନ୍ତି, କଂଗ୍ରେସରୁ ଛିଡା ହେବାର ନାହିଁ । ଆଗାମୀ ଦିନରେ ଓଡ଼ିଶାରେ ଲଢେଇ ହେ । ମୁଁ କେଉଁ ଦଳକୁ ଯିବି ନିଷ୍ପତ୍ତି ନେଇସାରିଛି । ଖୁବ୍ଶୀଘ୍ର ବାପା ଘୋଷଣା କରିବେ । ତିନୋଟି ରାଜ୍ୟରେ ବିଜୟ ସହ ଲଢେଇ ମୁଡ଼ରେ ବିଜେପି । କଥାରେ କଥାରେ ବିଜେପିର ପ୍ରଶଂସା କଲେ ମନ୍ମଥ । ଧର୍ମେନ୍ଦ୍ର ଓ ନବୀନ ଭଲ ଲାଗନ୍ତି ବୋଲି ସେ କହିଛନ୍ତି ।
ସେପଟେ ସାନ ପୁଅଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, ମୋର ଦୁଇ ପୁଅ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତ । କେଉଁ ଦଳରୁ ଲଢ଼ିବେ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ସୁର । ସମୟ ଅନୁସାରେ ନିଷ୍ପତ୍ତି ନେବୁ ବୋଲି ସୁର କହିଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କୁ ସାନ ପୁଅ ଭେଟିଲା ପରେ ଏ ପ୍ରସଙ୍ଗକୁ ଏଡାଇ ଗଲେ ସୁର । ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।
You Can Read :
The post କଂଗ୍ରେସରୁ ଛିଡା ହେବାର ନାହିଁ, କେଉଁ ଦଳକୁ ଯିବି ନିଷ୍ପତ୍ତି ନେଇସାରିଛି : ମନ୍ମଥ ରାଉତରାୟ appeared first on Prameya News7.