କଇଁଛ ଚୋରା ଚାଲାଣ ବେଳେ ୨ ଗିରଫ

ଚିତ୍ରକୋଣ୍ଡା: କଇଁଛ ଚୋରା ଚାଲାଣ ବେଳେ ବନବିଭାଗ ହାତରେ ଧରା ପଡିଲେ ୨ । ଚିତ୍ରକୋଣ୍ଡା ଓଡ଼ିଶା-ଆନ୍ଧ୍ର ସୀମାନ୍ତରୁ କଇଁଛ ଚୋରା ଚାଲାଣବେଳେ ମାଡ଼ି ବସିଛି ବନବିଭାଗ। ଏହା ସହିତ ପାଖାପାଖି ୧ ଟନ୍ କଇଁଛ ଜବତ କରାଯାଇଛି । ୩୫ଟି ବସ୍ତାରେ ପ୍ରାୟ ୧ ଟନରୁ ଉର୍ଦ୍ଧ୍ବ କଇଁଛକୁ ପ୍ୟାକ୍ କରି ଆନ୍ଧ୍ରପ୍ରଦେଶର ନର୍ସିଂପାଟଣାରୁ ମାଲକାନଗିରି ଜିଲ୍ଲାର ଏମ.ଭି – ୭୯କୁ ହେଉଥିଲା । ସମସ୍ତ କଇଁଛକୁ ରାଜୁଲୁକୋଣ୍ଡା ନିକଟରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ […]

କଇଁଛ  ଚୋରା ଚାଲାଣ ବେଳେ ୨ ଗିରଫ
କଇଁଛ ଚୋରା ଚାଲାଣ ବେଳେ ୨ ଗିରଫ

ଚିତ୍ରକୋଣ୍ଡା: କଇଁଛ ଚୋରା ଚାଲାଣ ବେଳେ ବନବିଭାଗ ହାତରେ ଧରା ପଡିଲେ ୨ । ଚିତ୍ରକୋଣ୍ଡା ଓଡ଼ିଶା-ଆନ୍ଧ୍ର ସୀମାନ୍ତରୁ କଇଁଛ ଚୋରା ଚାଲାଣବେଳେ ମାଡ଼ି ବସିଛି ବନବିଭାଗ। ଏହା ସହିତ ପାଖାପାଖି ୧ ଟନ୍ କଇଁଛ ଜବତ କରାଯାଇଛି । ୩୫ଟି ବସ୍ତାରେ ପ୍ରାୟ ୧ ଟନରୁ ଉର୍ଦ୍ଧ୍ବ କଇଁଛକୁ ପ୍ୟାକ୍ କରି ଆନ୍ଧ୍ରପ୍ରଦେଶର ନର୍ସିଂପାଟଣାରୁ ମାଲକାନଗିରି ଜିଲ୍ଲାର ଏମ.ଭି – ୭୯କୁ ହେଉଥିଲା । ସମସ୍ତ କଇଁଛକୁ ରାଜୁଲୁକୋଣ୍ଡା ନିକଟରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ କଇଁଛ ଚୋରାଚାଲାଣକୁ ରୋକିବା ସହ ୨ ଜଣକୁ ଗିରଫ କରିଛି ।