କଙ୍ଗନାଙ୍କ 'Emergency' ମାଷ୍ଟରଷ୍ଟ୍ରୋକ୍ ; ଫ୍ୟାନ୍ସଙ୍କ ମନ ଜିତୁଛି ଅଭିନେତ୍ରୀଙ୍କ ଦମ୍‌ଦାର ଅଭିନୟ

ମୁମ୍ଵାଇ ୧୭।୦୧; ‘ରାଜନୀତି ମେଁ ସିର୍ଫ ଏକ ବାତ୍‌ ଗଲତ୍ ହେଁ ୱୋ ହେ ହାର ଜାନା’... ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବହୁ ଦଶନ୍ଧି ପୂର୍ବରୁ ଏହା କହିଥିଲେ। କିନ୍ତୁ ତାଙ୍କ କଥା ଆଜି ବି ସତ ବୋଲି ପ୍ରମାଣିତ ହୋଇଛି। କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମର୍ଜେନ୍ସି' ସିନେମା ଘରେ ମୁକ୍ତିଲାଭ କରିଛି। ଫିଲ୍ମଟି ପଲିଟିକାଲ ଡ୍ରାମା ଉପରେ ଆଧାରିତ ।  କଙ୍ଗନା ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। Movie: EMERGENCYRating: ⭐⭐⭐⭐½Review: BRILLIANTKangana Ranaut is OUTSTANDING in this gripping political film on India's darkest chapter ????#Emergency #EmergencyReview #KanganaRanaut #AnupamKher@KanganaTeam @ManikarnikaFP @ZeeStudios_Kangana is the heart and soul of the… pic.twitter.com/o3cCagbWA0— Praneet Samaiya (@praneetsamaiya) January 17, 2025When you skip work just to catch the FDFS of your favorite actor... and it's so worth it!Reviews will be out shortly ????#Emergency #KanganaRanaut pic.twitter.com/wIsQ1OUZPf— Rahul Chauhan (@RahulCh9290) January 17, 2025ଯେତେବେଳେ ଫିଲ୍ମର ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଥିଲା। କଙ୍ଗନାଙ୍କୁ ଇ

କଙ୍ଗନାଙ୍କ 'Emergency' ମାଷ୍ଟରଷ୍ଟ୍ରୋକ୍ ; ଫ୍ୟାନ୍ସଙ୍କ ମନ ଜିତୁଛି ଅଭିନେତ୍ରୀଙ୍କ ଦମ୍‌ଦାର ଅଭିନୟ

ମୁମ୍ଵାଇ ୧୭।୦୧; ‘ରାଜନୀତି ମେଁ ସିର୍ଫ ଏକ ବାତ୍‌ ଗଲତ୍ ହେଁ ୱୋ ହେ ହାର ଜାନା’... ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବହୁ ଦଶନ୍ଧି ପୂର୍ବରୁ ଏହା କହିଥିଲେ। କିନ୍ତୁ ତାଙ୍କ କଥା ଆଜି ବି ସତ ବୋଲି ପ୍ରମାଣିତ ହୋଇଛି। କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମର୍ଜେନ୍ସି' ସିନେମା ଘରେ ମୁକ୍ତିଲାଭ କରିଛି। ଫିଲ୍ମଟି ପଲିଟିକାଲ ଡ୍ରାମା ଉପରେ ଆଧାରିତ ।  କଙ୍ଗନା ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। 

ଯେତେବେଳେ ଫିଲ୍ମର ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଥିଲା। କଙ୍ଗନାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଲୁକରେ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ଥିଲେ । ବଡ କଥା ହେଲା କଙ୍ଗନା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ଦୁଇଗୁଣ ଆଶା ଦେଇଛନ୍ତି। କଙ୍ଗନା ଏଥର ଭଲ ଚଳଚ୍ଚିତ୍ର ଆଣିଛନ୍ତି। ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି । ଫିଲ୍ମକୁ ନେଇ ଲୋକଙ୍କ ମତାମତ କ’ଣ ? X ରେ ପ୍ରତିକ୍ରିୟା ମିଳୁଛି ।

ଅଭିନୟ ଏବଂ ପ୍ରଦର୍ଶନ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା ଆଶ୍ଚର୍ଯ୍ୟଜନକ ଦେଖାଯାଉଛନ୍ତି। ତାଙ୍କ ପ୍ରଦର୍ଶନ ଶବ୍ଦ ବାହାରେ। କଙ୍ଗନାଙ୍କ ଅଭିନୟ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇପାରନ୍ତି । ପ୍ରକୃତରେ ଏହି ଭୂମିକାରେ ଅଭିନୟ କରୁଛନ୍ତି ନା ଇନ୍ଦିରା ଗାନ୍ଧୀ। ଅନୁପମ ଖେର ମଧ୍ୟ ଜୟପ୍ରକାଶ ନାରାୟଣଙ୍କ ଭଳି ଭଲ ଦେଖାଯାଉଛନ୍ତି। ପୁପୁଲ ଜୟକର ଭାବରେ ମହିମା ଚୌଧରୀ, ଜଗଜୀବନ ରାମ ଭାବରେ ସତୀଶ କୌଶିକ ଏବଂ ଅଟଳ ବିହାରୀ ବାଜପେୟୀ ଭାବରେ ଶ୍ରେୟାସ ତାଲପଡେ ମଧ୍ୟ ଏକ ଜବରଦସ୍ତ ଟକ୍କର ଦେଇଛନ୍ତି। କଙ୍ଗନାଙ୍କ ଫିଲ୍ମ ଟ୍ରେଣ୍ଡରେ ପରିଣତ ହୋଇଛି । 

ନିର୍ଦ୍ଦେଶନା ଏବଂ ସିନେମାଟୋଗ୍ରାଫି 

ଏହି ଚଳଚ୍ଚିତ୍ର ମାଧ୍ୟମରେ କଙ୍ଗନା ମଧ୍ୟ ତାଙ୍କର ନିର୍ଦ୍ଦେଶନା ଦେଇଛନ୍ତି। ନିର୍ଦ୍ଦେଶକଙ୍କ ଚେୟାରରେ ମଧ୍ୟ କଙ୍ଗନାଙ୍କ କାର୍ଯ୍ୟ ଉତ୍କୃଷ୍ଟ ହୋଇଛି । ସେ ନିର୍ଦ୍ଦେଶକ ଭାବରେ ପ୍ରଶଂସନୀୟ । କିନ୍ତୁ ଚଳଚ୍ଚିତ୍ରର ସର୍ବୋତ୍ତମ କଥା ହେଉଛି ଏହାର ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର ଏବଂ ଏହାର ଗୀତ ।