କଙ୍ଗନାଙ୍କୁ ବଳାତ୍କାରରେ ଅନେକ ଅଭିଜ୍ଞତା ରହିଛି…ଶିମରନଞ୍ଜିତ ସିଂ ମାନଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୩୦।୮: ବଲିଉଡ ବିବାଦୀୟ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ ସବୁବେଳେ ବିବାଦରେ ରହି ଆସୁଛନ୍ତି। ନିକଟରେ କୃଷକ ଆନ୍ଦୋଳନକୁ ନେଇ ଦେଇଥିବା ବୟାନକୁ ନେଇ ତାଙ୍କ ବିରୋଧରେ ବିବାଦ ତେଜିଛି। ସେ କହିଛନ୍ତି, କୃଷକ ଆନ୍ଦୋଳନ ଆଳରେ ହିଂସା ହେଉଥିଲା। ବହୁଲୋକଙ୍କୁ ହତ୍ୟା କରାଯିବା ସହ ବଳାତ୍କାର କରାଯାଇଥିଲା। ଯଦି ମୋଦି ସରକାର କଡା ପଦକ୍ଷେପ ନେଇ ନ ଥାନ୍ତେ, ତେବେ କୃଷକଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ଭାରତରେ ବାଂଲାଦେଶ ଭଳି ପରିସ୍ଥିତି ଉପୁଜିଥାନ୍ତା। […] The post କଙ୍ଗନାଙ୍କୁ ବଳାତ୍କାରରେ ଅନେକ ଅଭିଜ୍ଞତା ରହିଛି…ଶିମରନଞ୍ଜିତ ସିଂ ମାନଙ୍କ ବିବାଦୀୟ ବୟାନ appeared first on Dharitri Odia News.
ନୂଆଦିଲ୍ଲୀ,୩୦।୮: ବଲିଉଡ ବିବାଦୀୟ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ ସବୁବେଳେ ବିବାଦରେ ରହି ଆସୁଛନ୍ତି। ନିକଟରେ କୃଷକ ଆନ୍ଦୋଳନକୁ ନେଇ ଦେଇଥିବା ବୟାନକୁ ନେଇ ତାଙ୍କ ବିରୋଧରେ ବିବାଦ ତେଜିଛି। ସେ କହିଛନ୍ତି, କୃଷକ ଆନ୍ଦୋଳନ ଆଳରେ ହିଂସା ହେଉଥିଲା। ବହୁଲୋକଙ୍କୁ ହତ୍ୟା କରାଯିବା ସହ ବଳାତ୍କାର କରାଯାଇଥିଲା। ଯଦି ମୋଦି ସରକାର କଡା ପଦକ୍ଷେପ ନେଇ ନ ଥାନ୍ତେ, ତେବେ କୃଷକଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ଭାରତରେ ବାଂଲାଦେଶ ଭଳି ପରିସ୍ଥିତି ଉପୁଜିଥାନ୍ତା। ବର୍ତ୍ତମାନ ପୂର୍ବତନ ଏମପି ଶିମରନଞ୍ଜିତ ସିଂ ମାନ କଙ୍ଗନାଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି।
ଏମପି ଶିମରନଞ୍ଜିତ କହିଛନ୍ତି, କଙ୍ଗନାଙ୍କର ବଳାତ୍କାରର ଅନେକ ଅଭିଜ୍ଞତା ରହିଛି। ତେଣୁ ବଳାତ୍କାର କିପରି କରାଯାଏ ତାଙ୍କୁ ପଚାରନ୍ତୁ। ପୂର୍ବତନ ଏମପିଙ୍କ ଏହି ବୟାନ ପରେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି।
The post କଙ୍ଗନାଙ୍କୁ ବଳାତ୍କାରରେ ଅନେକ ଅଭିଜ୍ଞତା ରହିଛି…ଶିମରନଞ୍ଜିତ ସିଂ ମାନଙ୍କ ବିବାଦୀୟ ବୟାନ appeared first on Dharitri Odia News.