କଟକ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ, ହୋଇନି ବିଶେଷ କ୍ଷୟକ୍ଷତି
କଟକ ୪।୫: କଟକ ଜିଲ୍ଲା କୋଷାଗାର ବା ଟ୍ରେଜେରୀ ଅଫିସରେ ନିଆଁ ଲାଗିଥିଲା । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଗ୍ରାଉଣ୍ତ ଫ୍ଲୋରରେ ନିଆଁ ଲାଗିଥିଲା । ତେବେ ସେଠାରେ କାର୍ଯ୍ୟରତ କର୍ମଚାରୀ ମାନେ ସାହସିକତାର ସହ ନିଆଁର ମୁକାବିଲା କରିଥିଲେ । ଅଫିସରେ ମହଜୁଦ୍ ଥିବା ଅଗ୍ନି ନିର୍ବାପକ ଦ୍ବାରା ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ କର୍ମଚାରୀମାନେ ପରେ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ତ ଘଟିଥିବାର ସ୍ପଷ୍ଟ ହୋଇଛି । ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ସରକାରୀ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଭୟାବହ ଅଗ୍ନିକାଣ୍ତକୁ ଟାଳି ଦିଆଯାଇଛି ।You Can Read :ଦୁଇ ଦିନ ପରେ ରାଜ୍ୟରେ କାଳବୈଶାଖୀ, ୩ରୁ ୫ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ସମ୍ଭାବନା
କଟକ ୪।୫: କଟକ ଜିଲ୍ଲା କୋଷାଗାର ବା ଟ୍ରେଜେରୀ ଅଫିସରେ ନିଆଁ ଲାଗିଥିଲା । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଗ୍ରାଉଣ୍ତ ଫ୍ଲୋରରେ ନିଆଁ ଲାଗିଥିଲା । ତେବେ ସେଠାରେ କାର୍ଯ୍ୟରତ କର୍ମଚାରୀ ମାନେ ସାହସିକତାର ସହ ନିଆଁର ମୁକାବିଲା କରିଥିଲେ । ଅଫିସରେ ମହଜୁଦ୍ ଥିବା ଅଗ୍ନି ନିର୍ବାପକ ଦ୍ବାରା ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ କର୍ମଚାରୀମାନେ ପରେ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ତ ଘଟିଥିବାର ସ୍ପଷ୍ଟ ହୋଇଛି । ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ସରକାରୀ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଭୟାବହ ଅଗ୍ନିକାଣ୍ତକୁ ଟାଳି ଦିଆଯାଇଛି ।
You Can Read :
ଦୁଇ ଦିନ ପରେ ରାଜ୍ୟରେ କାଳବୈଶାଖୀ, ୩ରୁ ୫ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ସମ୍ଭାବନା